June 17, 2026

ପ୍ରଧାନମନ୍ତ୍ରୀ ଜନ ମନ ଯୋଜନା ମାଧ୍ୟମରେ ମୋହନା ବ୍ଲକରେ ଜନଜାତି ପରିବାର କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ..

IMG-20240926-WA0034
Share

ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକର ପି. ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଞ୍ଚଳର ଅନେକ ଜନଜାତି ବ୍ୟକ୍ତିଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି ବିଭାଗୀୟ ଅଧିକାରୀ। ଏହି କାର୍ଯ୍ୟକ୍ରମରେ ତହସିଲଦାର ସତ୍ୟବାନ ନାୟକ, ବିଡିଓ ରାଜୀବ ଦାସ ଙ୍କ ଉପସ୍ଥିତିରେ ପଟ୍ଟା ପ୍ରଦାନ ହୋଇଥିଲା। ଏହା ସଙ୍ଗେ ମୋହନା ବ୍ଲକ ମଙ୍ଗଳ ଅଧିକାରୀ, ରାଜସ୍ବ ବିଭାଗ ସୂପରଭାଇଜର, ରାଜସ୍ବ ନୀରିକ୍ଷକ, ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ପୁରୁଷ ଓ ମହିଳା ମାନଙ୍କୁ ପଟ୍ଟା ପ୍ରଦାନ କରିଥିଲେ.।

You may have missed