May 19, 2024

ଦନ୍ତେସ୍ୱରୀ ଫୋର୍ମାସି କଲେଜ ରେ ସମ୍ବର୍ଦ୍ଧନା ଉତ୍ସବପାଳିତ

Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ସିମାନ୍ତ ରେ ଥିବା ଦନ୍ତେଶ୍ବରୀ ଫାର୍ମାସୀ କଲେଜ ଜଗଦଲପୁର (ଛତିଶଗଡ) ଠାରେ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ( ଇଉନେସ୍କୋ ଦ୍ବାରା ସମ୍ମାନୀତ) ଡଃ ମହେନ୍ଦ୍ର ମିଶ୍ର ତଥା ଦେଶିଆ ପତ୍ରିକାର ସଂପାଦକ (ରାଜ୍ୟପାଳ ଦ୍ବାରା ସମ୍ମାନୀତ) ଶ୍ରୀ ରଞ୍ଜନ ମହୁରିଆ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ତଥା “ଦନ୍ତେଶ୍ବରୀ ଫାର୍ମାସୀ କଲେଜ” ର ପ୍ରିନ୍ସିପାଲ ଡଃ ଶୃତି ରଞ୍ଜନ ମିଶ୍ର ସଭାପତିତ୍ବ କରିଥିବା ବେଳେ ବରିଷ୍ଠ ପ୍ରଫେସର ଡକ୍ଟର ମହେନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ କଲେଜ ର ସମସ୍ତ ଛାତ୍ରୀ ଛାତ୍ର ଓ ଅବିଭାବକ ମାନେ ଉପସ୍ଥିତ ଥିଲେ I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା I