June 22, 2026

ନବରଙ୍ଗପୁର ଜିଲ୍ଲା ରାଇଘର ର କିନ୍ନର ସମାଜ ର ସମ୍ପାଦିକା ଚୁମକି ବହୁତ୍ ପ୍ରସ°ନଶନୀୟ କାମ ପାଇଁ ଚର୍ଚ୍ଚିତ……

IMG-20260621-WA0171
Share

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ରାଇଘର ବ୍ଲକ ଅନ୍ତର୍ଗତ ନୁଆପାରା ଗାଁ ର ଜଙ୍ଗଲକୁ କିନ୍ନର ସମାଜ ର ସମ୍ପାଦିକା ଚୁମକୀ ଏସ.ଏଚ.ଜି ଗ୍ରୁପ୍ ର ମହିଳା ମାନଙ୍କ ସହ ମିଶି କଡିବା ପାଇଁ ଯାଇଥିଲେ। ବଦା ଛତୁ ବର୍ଷା ଆରମ୍ଭ ରେ ହୋଇଥାଏ। ଏହି ସମୟରେ ବଡା ଛତୁ ର ଚାହିଦା ଅଧିକ ହୋଇଥାଏ ନବରଙ୍ଗପୁର ଜିଲ୍ଲାରେ। ସମାଜ ରେ ଲୋକ ମାନେ କିନ୍ନର ମାନଙ୍କୁ ହିନ ପ୍ରକୃତି ରେ ଦେଖି ଥାଆନ୍ତି, କିନ୍ତୁ ଆଜି ରାଇଘର ର ମହିଳା ମାଆ ମାନେ କିନ୍ନର ଚୂମକି ଙ୍କୁ ବହୁତ୍ ଭଲ ପାଇବା ସହ ସ୍ନେହ ମମତା ରେ ଆଦର କରି ସମାଜ ରେ ସାମିଲ କରିକି ବହୁତ୍ ନିଆରା ଖୁସି ର ସହ ନିଜର ଜଣେ ବନ୍ଧୁ ବା ପରିବାର ର ସଦ୍ୟାସ ଠାରୁ ଅଧିକ ଆପଣାର କରିନେଇଛନ୍ତି। କେବଳ ଏତିକି ନୁହେଁ ଲୋକଙ୍କର ସବୁ ସୁଖ ଦୁଃଖ ରେ ସାମିଲ ହୁଅନ୍ତି କିନ୍ନର ଚୁମୁକି। ସେ ଲୋକଙ୍କ ମେଡିକାଲ କାମରେ ଏଵଂ ରକ୍ତ ଦାନରେ ମଧ୍ୟ ସମସ୍ତଙ୍କୁ ସାହାଯ୍ୟ କରନ୍ତି। ଏଥିପାଇଁ ରାଇଘର ଅଂଚଳ ରେ ପ୍ରତେକ ଶୁଭ କାର୍ଯ୍ୟ ଯଥା ବାହାଘର, ବ୍ରତ ଘର, ମନ୍ଦୀର ପ୍ରତିଷ୍ଠା, ଶିଶୁ ଜନ୍ମ ଭଳି କାର୍ଯ୍ୟ ରେ ସମସ୍ତେ ନିମନ୍ତ୍ରଣ କରିଥାନ୍ତି। ଆଉ କିନ୍ନର ଚୁକମି ମଧ୍ୟ ନିଜକୁ ବହୁତ୍ ଖୁସୀ ପ୍ରକଟ କରି ସବୁ ପ୍ରୋଗ୍ରାମ ରେ ଯୋଗ ଦେଲେ ନିଜକୁ ଧନ୍ୟ ମାନେ କରନ୍ତି।