August 20, 2026

ବ୍ରହ୍ମା କୁମାରିଭାଇ ଭଉଣିଓସର କାରି ଉଚ୍ଚବିଦ୍ୟାଳୟଡିଙ୍ଗର ମିଳିତଭାବେ ନିଶା ନିବାରଣ ଓ ବୃକ୍ଷରୋପଣ କାର୍ଯ୍ୟ କର୍ମ

IMG-20260820-WA0025
Share

 

ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର) ସରକାରୀ ଉଚ୍ଚବିଦ୍ୟାଳୟ ଡିଙ୍ଗର ର ପରିଷରଭିତରେ ବିଦ୍ଯାଳୟର ପ୍ରଧାନଶିକ୍ଷକ ଦିବାକର ସାହୁଙ୍କ ପୌରହିତରେ ବେଗୁନିଆ ବ୍ରହ୍ମା କୁମାରୀ ଆଶ୍ରମର ଭାଇ ଓ ଭଉଣିମାନଙ୍କ ଗହଣରେ ନିଶା ନିବାରଣ ଅଭିଯାନ ପାଳିତ ହେଇଥିଲା ଉକ୍ତ କାର୍ଯ୍ୟକ୍ରମ ବେଗୁନିଆ ବ୍ରହ୍ମା କୁମାରୀ ଇନ୍‌ଚାର୍ଜ ବି କେ ପ୍ରଭାତିଭଉଣୀ, ଡଃ ସୁସାନ୍ତ ଭାଇ, ଭଉଣି ସୁରେଖା, ଲକ୍ଷ୍ମୀଧର ଭାଇ, ଦୁର୍ଯ୍ୟ ଧନଭାଇ ପ୍ରମୁଖଅତିଥି ଭାବରେ ଯୋଗଦେଇ ନିଶା ନିବାରଣ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଆହ୍ଵାନ ଦେଇଥିଲେ ଭଉଣି ପ୍ରଭାତି ଛାତ୍ରଛାତ୍ରୀମାନଙ୍କୁ ନଶାନିବାରଣ ନିମନ୍ତେ ଏକ ଶପଥପାଠ କରାଇଥିଲେ ଭିନ୍ନଭିନ୍ନ ସତ୍ୟାସତ ନିଶା ସଂପର୍କରେ ଡକ୍ଟର ସୁସାନ୍ତ ଭାଇ ଛାତ୍ରଛାତ୍ରୀ ଉତ୍ତମ ଉପଦେଶ ପ୍ରଦାନ କରିଥିଲେ ନିଶାଖାଇ କିଭଳି ଯୁବ ସମାଜ ନଷ୍ଟ ଭ୍ରଷ୍ଟ ହୋଇଯାଆନ୍ତି ପରବର୍ତ୍ତୀ ସମୟରେ ସମାଜର ଅଦରକାରି ଭାବେ ଅଭିହିତ ହୁଅନ୍ତି ସେସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିବାକର ସାହୁ ବର୍ଣ୍ଣନା କରିଥିଲେ ପରେ ବ୍ରହ୍ମା କୁମାରି ଭାଇ ଓ ଭଉଣିମାନେ ବିଦ୍ଯାଳୟ ରେ ବୃକ୍ଷରୋପଣ କରି ଗର୍ବ ଅନୁଭବ କରିଥିଲେ ବିଦ୍ୟାଳୟର ଶୃଙ୍ଖଳା ପରିଷ୍କାର ପରିଛନତା ପ୍ରଶାସନକୁ ଅନୁଭବ କରିବିଦ୍ଯାଳୟର ପ୍ରଧାନ ଶିକ୍ଷକ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ