October 9, 2026
ajiro khabar
Share

 

 

୧-ଶାରଦୀୟ ପୂଜା: ମଣ୍ଡପରେ CCTV ବାଧ୍ୟତାମୂଳକ, ଫୁଟ୍ ଓ ମୋବାଇଲ ପାଟ୍ରୋଲିଂ ହେବ କଡ଼ାକଡ଼ି।

 

୨-ଭୁବନେଶ୍ୱର:ପାର୍ବଣ ଋତୁରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ପଦକ୍ଷେପ , ପୂଜା କମିଟି ଗୁଡ଼ିକର ଗ୍ରାଉଣ୍ଡ ରେଣ୍ଟ ଛାଡ଼।

 

୩-ଯୁକ୍ତ-୨ ନାମଲେଖା ନେଇ ବଡ଼ ଅପଡେଟ୍‌: ଅକ୍ଟୋବର ୧୨ରୁ ଆରମ୍ଭ ହେବ ଥାର୍ଡ ଫେଜ୍‌ ଆଡମିଶନ।

 

୪-ଇଣ୍ଡି ମେଣ୍ଟର ୧୨ ଘଣ୍ଟିଆ ବନ୍ଦରେ ଠପ୍ ଓଡ଼ିଶା, ଜନଜୀବନ ହନ୍ତସନ୍ତ।କାଁ ଭାଁ ଭଙ୍ଗାରୁଜା,୧୨୦୦ ଗିରଫ।

 

୫-ନୂଆପଡ଼ା:CBI ପଞ୍ଝାରେ ଏକଲବ୍ୟ ସ୍କୁଲ୍ ପ୍ରିନ୍ସପାଲ୍, ₹୧୨ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ।

 

୬-ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ପ୍ରୋଗ୍ରାମର, ରେଡ୍‌ରେ ମିଳିଲା ଟଙ୍କାର ପାହାଡ଼।

 

୭-ତିର୍ତ୍ତୋଲ,ଚାନ୍ଦପୁର: ଭୟଙ୍କର ବାଣ ବିସ୍ଫୋରଣ ବାପ-ପୁଅ ମୃତ, ୫ ଗୁରୁତର।

 

୮-ମହାପ୍ରଭୁଙ୍କ ଧାମ ବିକାଶ ପାଇଁ ଅର୍ଥର ଅଭାବ ରହିବନି: ଜଗନ୍ନାଥବଲ୍ଲଭ ପ୍ରକଳ୍ପ ପାଇଁ ୬୫୮.୦୩ କୋଟି ଟଙ୍କା ମଞ୍ଜୁର।

 

୯-ଭୁବନେଶ୍ୱର:ଦୁର୍ଗାପୂଜା ପାଇଁ BMCର ବଡ଼ ପ୍ରସ୍ତୁତି, ୭ ଦିନ ଭିତରେ ରାସ୍ତା ମରାମତି, କାର୍ଯ୍ୟକ୍ଷମ ହେବ ୪୦ଟି ନୂଆ ପାର୍କିଂ ସ୍ଥଳ।

 

୧୦-ଯାଜପୁର:ବ୍ୟାସନଗର କଲେଜରେ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ; ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ କଲେଜ।

 

୧୧-ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଡାକ୍ତର ଭବାନୀ ଶଙ୍କର ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ।

 

୧୨-KIIT ଓ KISS ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କୁ ଆଇଏଆର ବିଶ୍ୱବିଦ୍ୟାଳୟ ପକ୍ଷରୁ ୭୬ତମ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ।

 

୧୩-ଉଦଳା: ଅସ୍କିଜେନ ସିଲିଣ୍ଡର ଫାଟି

ଆମ୍ବୁଲାନ୍ସରେ ବିସ୍ଫୋରଣ ,ରୋଗୀ ମୃତ, ୫ ଆହତ, ୩୦ ଫୁଟ ଉଡିଲା ଆମ୍ବୁଲାନ୍ସ ଛାତ।

 

୧୪-ନଭେମ୍ବର ୨୩ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପାରାଦୀପ କଳିଙ୍ଗ ବାଲିଯାତ୍ରା।

 

୧୫-କାକଟପୁର:ଶାରଦୀୟ ପାର୍ବଣ ପାଇଁ ଚଳଚଞ୍ଚଳ ମା’ ମଙ୍ଗଳା ପୀଠ, ଚାଲିଛି ଷୋଡଶ ଉପଚାରରେ ପୂଜା।

 

୧୬-ଆଜିଠୁ ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ, ବେଆଇନ କାରବାର ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ।

 

୧୭-ନିର୍ବାଚନ ନିରପେକ୍ଷ ହେଲେ ସରକାର ରହିବାରେ ସମସ୍ୟା ନାହିଁ: ଜ୍ଞାନେଶ କୁମାର ବିବାଦରେ ମୁରଲୀ ମନୋହର ଯୋଶୀଙ୍କ ବଡ଼ ବୟାନ।

 

୧୮-୪୨ ପୂର୍ବତନ ବିଚାରପତିଙ୍କ ଖୋଲା ଚିଠି: ‘ଭୋଟ ଚୋରି’ କହିବା ସାମ୍ବିଧାନିକ ସଂସ୍ଥା ପ୍ରତି ଅପମାନ।

 

୧୯-ମୁମ୍ବାଇ:୧୦୪୫ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୧୦ଲକ୍ଷ କୋଟି ସ୍ବାହା।

 

୨୦-ରାଞ୍ଚି: ଭାରତ – ଓ୍ବେଷ୍ଟ ଇଣ୍ଡିଜ୍ ମଧ୍ୟରେ ଆଜି ଦ୍ୱିତୀୟ ଟି୨୦, ବିସ୍ଫୋରକ ବ୍ୟାଟିଂକୁ ପ୍ରାଧାନ୍ୟ।

 

୨୧-ଭୁବନେଶ୍ୱର:ଆଜି ବିଶ୍ୱ ଅଣ୍ଡା ଦିବସ, ଅଣ୍ଡା ୮ ଟଙ୍କାକୁ ଦାନା ପଡୁଛି ୧୦ ଟଙ୍କା।

 

୨୨-ଜିଏସ୍‌ଟି କାଉନସିଲ୍‌ର ବଡ଼ ନିଷ୍ପତ୍ତି, ଟିକସ୍‌ ଅଧିକାରୀଙ୍କ ଗିରଫ କ୍ଷମତା ବାତିଲ।

 

୨୩-ଷ୍ଟକହୋମ:ସାହିତ୍ୟରେ କାନାଡ଼ୀୟ ଲେଖିକା ଏନେ କାର୍ସନଙ୍କୁ ନୋବେଲ ପୁରସ୍କାର।