ଉପାନ୍ତ ଖବର ପ୍ରସାରଣ ପରେ ନୂତନ ନଳକୂପ ଖନନ । 

IMG-20250820-WA0054
Share

ବେଗୁନିଆ,(ଉପାନ୍ତ ଖବର): ଆଜକୁଠିକ ୪୦ ବର୍ଷ ପର୍ଯ୍ୟନ୍ତ ରାଧାକାନ୍ତପୁର ପଞ୍ଚାୟତ ଚକାପଦା ରାମଚଣ୍ଡୀ ସରକାରି ପ୍ରାଥମିକ ବିଦ୍ୟାଳୟରେ ବିଶୁଧ୍ୟ ପାନୀୟ ଜଳର ଉତ୍କଟ ଅଭାବ ରହି ଆସୁଥିଲା ଯାହା ଦ୍ଵାରା କୁନି କୁନି ଛାତ୍ରଛାତ୍ରୀ ମଧ୍ୟ ବାହାରକୁ ଯାଇ ପିଇବା ଓ ରୋଷେଇ ପାଇଁ ପାଣିଆଣୁଥିଲେ ଉପାନ୍ତ ଖବର ପ୍ରସାରଣ ପରେ ନୂତନ ଭାବରେ ନଳକୂପଟିକୁ ଖନନ କରାଯାଇଛି ଯାହା ଦ୍ଵାରା ପାଣିରଆଉ ଅଭାବ ରହିବ ନାହିଁବୋଲି ଛାତ୍ରଛାତ୍ରୀମାନେ ଆଶା କରିଛନ୍ତି ଏହି ନଳକୂପଟିକୁ ବେଗୁନିଆ ବ୍ଳକ ଗୋଷ୍ଠି ଉନ୍ନଯୂନ ଅଧିକାରୀ ସନ୍ତୋସ କୁମାର ଜେନା ମୁଖ୍ୟ ଅତିଥି ଦ୍ଭାବରେ ଆସି ଏହାକୁ ଉଦ୍‌ଘାଟନ କରିଥିଲେ ସ୍କୁଲର ସଭାପତି ବିଜୟ କୁମାର ବେହେରାମଧ୍ୟ ଉପସ୍ଥିତଥିଲ । ଏହାକୁ ସ୍କୁଲର ପ୍ରଧାନଶିକ୍ଷକ ବସନ୍ତ କୁମାର ପ୍ରହରାଜଙ୍କ ତତ୍ବାବଧାନରେ ସବୁ କାର୍ଯ୍ୟ ସଂପାଦନ କରାଯାଇଥିଲା।

 

ରିପୋର୍ଟର- ମାନସ ରଞ୍ଜନ କର