ଉମରକୋଟ ସଫେଇ କର୍ମଚାରୀ ଙ୍କ ଦରମା ବିଳମ୍ବ ହେବାରୁ ରାଜରାସ୍ତା ଓ ପୈରପରିଷ ସମ୍ମୁଖ ରେ ଅଳିଆ ଆବର୍ଜନା ପକାଇ ପ୍ରତିବାଦ……..
ଉମରକୋଟ:- (ଏମ.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈରପରିଷ ଠାରେ ସଫେଇ କର୍ମଚାରୀମାନଙ୍କ ମଧ୍ୟରେ ତ୍ରିବ୍ର ଅସନ୍ତୋଷ ଦେଖାଦେଇଛି। ଦିର୍ଘ ଦିନ ଧରି ଦରମା ମିଳିନଥିବାରୁ...
