April 26, 2026

ମୁଖ୍ୟ ମନ୍ତ୍ରୀଙ୍କ ଉଦେଶ୍ୟ ରେ 5t ସଚିବ ଙ୍କ ଜରିଆରେ ପତ୍ର ପ୍ରେରଣ କଲେ ଜଗନ୍ନାଥ ମନ୍ଦିର କମିଟି

IMG-20230319-WA0024
Share

 

କୋଟପାଡ଼ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ର ପ୍ରସିଦ୍ଧ ବହୁ ପୁରାତନ ଜଗନ୍ନାଥ ମନ୍ଦିର ନୂତନ ଭାବରେ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ କମିଟି ର ସଭାପତି ଶ୍ରୀ ନରେନ୍ଦ୍ର କୁମାର ସ୍ୱାଇଁ ଙ୍କ ନେତୃତ୍ୱ ରେ ଏକ ଟିମ 5t ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ସାକ୍ଷାତ କରି ନୂତନ ମନ୍ଦିର ନିର୍ମାଣ ସକାଶେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ପତ୍ର ପ୍ରେରଣ କରିଥିଲେ| ପତ୍ରରେ ଦେଢ଼କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟହେବ ସେଥି ସକାଶେ ବିସ୍ତତ ଆଲୋଚନା କରିଥିଵା ଜଣାଯାଇଅଛି |ଏଥିପୃର୍ବରୁ କୋଟପାଡ଼ ଗ୍ରସ୍ତ ସମୟରେ ବୃହତମ ପୋଖରୀ ଦମୟନ୍ତୀ ସାଗର ଦେବନା ମୁଣ୍ଡାର ପୁର୍ନରଉଦ୍ଧାର ସମେତ ନୂତନ ଜଗନ୍ନାଥ ମନ୍ଦିର ଚକ୍ରକୋଟ ମନ୍ଦିର ନିର୍ମାଣ ସକାଶେ ପ୍ରସ୍ତାବ ଦେଇଥିଲେ. ଆଜି ଶ୍ରୀ ପାଣ୍ଡାୟାନଙ୍କ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ ସମୟରେ କୋଟପାଡ଼ର ବିକାଶ ପାଇଁ ଶ୍ରୀ ସ୍ୱାଇଁ ବିସ୍ତୃତ ଆଲୋଚନା କରିଥିବାରୁ ବୁଦ୍ଧିଜୀବୀ ଓ ଜନସାଧାରଣ ମହଲରେ ପ୍ରସଂଶାର ପାତ୍ର ହୋଇପାରିଛନ୍ତି.

 

କୋରାପୁଟ ଜିଲ୍ଲା ପ୍ରତିନିଧି

ହରିଶ ପଟନାୟକଙ୍କ ରିପୋଟ

ନ୍ୟୁଜ ଉପାନ୍ତ ଓଡିଶା