କୋଟପାଡ଼ ବଣିକ ସଙ୍ଘ ପକ୍ଷରୁ ଦଶମ ଶ୍ରେଣୀ ଟପର ହୋଇଥିବା ସତର ଗୋଟି ସ୍କୁଲ ର ଛାତ୍ରୀ ଛାତ୍ର ମାନଙ୍କୁ ସମ୍ବର୍ଦ୍ଧନା

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଠାରେ ବଣିକ ସଂଘ ପକ୍ଷରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଦଶମ ଶ୍ରେଣୀ ହେଚ ଏସ ସି ଏବଂ ସିବିଏସସି ର 2025/26ବର୍ଷ ଟପର ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କାର ସହ ମାନପତ୍ର ବଣିକ ସଂଘ ର ଉପ ସଭାପତି ଶ୍ରୀ ବଡ଼ୁ ସଙ୍କର ରାଓ ପ୍ରଦାନ କରିଥିଲେ. ରବିବାର ରାତ୍ର ଅନୁଷ୍ଠିତ ହୋଇଥିବା ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ଜୟପୁର ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ମହେଶ୍ୱେର ଚନ୍ଦ୍ର ନାୟକ (ରେଜିଷ୍ଟାର ବିକ୍ରମଦେବ ୟୁନିଭେର୍ସିଟି ଜୟପୁର )ଯୋଗ ଦେଇ ପିଲାଙ୍କ ଉଜ୍ୱଳ ଭବିଷ୍ୟତ କୁ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ. ସଙ୍ଘ ର ସଭାପତି ଶ୍ରୀ ଗଣେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟ କ୍ରମରେ ପୌରାଧକ୍ଷ ଏମ ସଙ୍କର ରାଓ ନାଇଡୁ. ମିନୁ ରଥ. ପଙ୍କଜ ପାତ୍ର. ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ. ପୂର୍ବତନ କାଉନସିଲର ଶ୍ରୀମତୀ ବିଜୟା ପ୍ରଧାନ.ଆର୍ଟ ଅଫ ଲିଭିଂ ର ମୁଖ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି.କୋଟପାଡ଼ ବ୍ଲକ ମିଡ଼ିଆ ଆସୋସିଏସନ ସଭାପତି ଶ୍ରୀ ରଞ୍ଜିତ କୁମାର ପଟ୍ଟନାୟକ. ଟିଟୁ ମିଶ୍ର. ସଞ୍ଜୟ ପ୍ରହରାଜ. ଚକ୍ରଧର ପଟ୍ଟନାୟକ. ମହମ୍ମଦ ସଲିମ. ଗୌର ରଥ. ମନହୋର ବିଶୋଇ. ପଲାକି ବୁଲୁ.ଙ୍କ ସମେତ ସତ୍ୟ ସାଇ ବାବା ସମତିର କର୍ମକର୍ତ୍ତା. ଶିକ୍ଷୟତ୍ରୀ ଶିକ୍ଷକ. ଅବିଭାବକ. ବରିଷ୍ଠ ନାଗରିକ ଏବଂ ବଣିକ ସଙ୍ଘର ଉପ ଦେଷ୍ଟା. କର୍ମକର୍ତ୍ତା ଓ ସମସ୍ତ ବ୍ୟବ ସାୟୀ ଉପସ୍ଥିତ ଥିବାର ଜଣାଯାଇଛି. ମୋଟ ସତର ଗୋଟି ସ୍କୁଲ ର ପିଲାଙ୍କୁ ସୋମ୍ବର୍ଦ୍ଧିତ କରିବା ସହ ପୁରସ୍କାର ଓ ମାନପତ୍ର ଅତିଥି ଙ୍କ ଦ୍ୱାରା ବିତରଣ କରାଯାଇଥିବାର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ସମାଚାର
