May 18, 2026
ajiro khabar
Share

 

 

୧-ଭୁବନେଶ୍ୱର:ବଦଳି ଗଲା ପେଟ୍ରୋଲ ପମ୍ପର ଚିତ୍ର, ପୂର୍ବରୁ ଧାଁ ଧୈ।ଡ, ଏବେ ଖାଁ, ଖାଁ। ସଭିଙ୍କ ଗାଡ଼ି ଟାଙ୍କି ଫୁଲ୍। ସପ୍ତାହ ଯାଏଁ ଫାଙ୍କା ରହିବ ପମ୍ପ:ସଂଘ।

 

୨-ଭୁବନେଶ୍ୱର:ଜୁନ୍‌ ୭ରେ ହେବ ଓସିଏସ୍‌ ପ୍ରିଲିମ୍ସ, ୩୦ରୁ ମିଳିବ ଆଡମିଟ୍ କାର୍ଡ, ଶେଷ ପ୍ରସ୍ତୁତିରେ ପରୀକ୍ଷାର୍ଥୀ।

 

୩-ଭୁବନେଶ୍ୱର: ପୁନଃ ମୂଲ୍ୟାୟନ ଫି କମାଇଲା ସିବିଏସଇ,ମାର୍କ ବଢ଼ିଲେ ସମସ୍ତ ଫି ଫେରସ୍ତ କରାଯିବ।

 

୪-ଭୁବନେଶ୍ୱର:”ତାତିରେ ତତଲା ଓଡ଼ିଶା, ଆହୁରି ବଢ଼ିବ ପାରଦ; ୨୩ ଯାଏଁ ଝଡ଼ବର୍ଷା ସତର୍କତା।

 

୫-ଭୁବନେଶ୍ୱର:ନଗର ଉନ୍ନୟନ ବିଭାଗରେ ଅଦଳବଦଳ,୨୩ ଫିଲ୍ଡ୍ ଇନ୍ସପେକ୍ଟର,୧୮ ଆର୍ ଆଇଙ୍କ ହେଲା ବଦଳି।

 

୬-ଭୁବନେଶ୍ୱର:ଲାଞ୍ଚ ନେବା ବେଳେ ଜେଇ କେଶବ ସୁବୁଦ୍ଧିଙ୍କୁ ମାଡ଼ି ବସିଲା ଭିଜିଲାନ୍ସ, ନେଉଥିଲେ ୧ ଲକ୍ଷ ୩୬ ହଜାର ଟଙ୍କା

 

୭-ନବରଙ୍ଗପୁର:ଟ୍ରେଲର ଓ କାର ମୁହାଁମୁହିଁ ଧକ୍କା, ଏକାସଙ୍ଗରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ।

 

୮-ଜଗତସିଂହପୁର:ସସ୍ମିତା ଦାସ ହତ୍ୟା ଘଟଣାରେ ସୁପାରି କିଲର ଗିରଫ, ବିହାରରୁ ଗିରଫ କଲା ପୋଲିସ।

 

୯-ଭୁବନେଶ୍ୱର:ଅପରାଧୀଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ; କହିଲେ, ‘ଆଉ ନାହିଁ ନିସ୍ତାର, ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହ’।

 

୧୦-ଭୁବନେଶ୍ୱର:ସାରା ବିଶ୍ବରେ ପାଳିତ ହେଲା ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ, ଥିମ ରହିଛି ସେୟାର ଟୁ ସାଇନ୍।

 

୧୧-ବୋଲ ମାନୁନି ବିଧର୍ମୀ ଇସ୍କନ; ମହାପ୍ରଭୁଙ୍କ ପରମ୍ପରା ନମାନି ଜୋହାନସବର୍ଗ ଏବଂ ଫ୍ଲୋରିଡ଼ାରେ ପୁଣି କଲା ଅଦିନିଆ ରଥଯାତ୍ରା।

 

୧୨-ରାଜସ୍ଥାନ ରୟାଲ୍ସକୁ ଧୂଳି ଚଟାଇଲା ଦିଲ୍ଲୀ, ଷ୍ଟାର୍କଙ୍କ ଘାତକ ବୋଲିଂ ପରେ ରାହୁଲ-ପୋରେଲ୍‌ଙ୍କ ଧମାକା।

 

୧୩-ଧର୍ମଶାଳା:ପ୍ଲେ ଅଫ୍ ରେ RCB,୨୩ରନ୍ ରେ ହାରିଲା ପଞ୍ଜାବ କିଙ୍ଗସ୍।

 

୧୪-ଦିଲ୍ଲୀରେ ମହିଳାମାନଙ୍କୁ ବିନା ଗ୍ୟାରେଣ୍ଟିରେ ମିଳିବ ୧୦ କୋଟିର ଋଣ… ରେଖା ଗୁପ୍ତା ସରକାରଙ୍କ ବଡ଼ ନିଷ୍ପତ୍ତି।

 

୧୫-“ଆବୁଧାବିରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ: ପରମାଣୁ ପ୍ରକଳ୍ପକୁ ଲକ୍ଷ୍ୟ କରି ହେଲା ଆଟାକ୍”

 

୧୬-ଆଇପିଏଲରେ ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ରେକର୍ଡ: ଗୋଟିଏ ସିଜନରେ ସର୍ବାଧିକ ଛକା ମାରିବାରେ ହେଲେ ପ୍ରଥମ ଭାରତୀୟ

 

୧୭-ଭାରତୀୟ ଶେୟାର ବଜାରରୁ ବିଦେଶୀ ପୁଞ୍ଜି ପ୍ରତ୍ୟାହାର: ମେ ମାସରେ ୨୭,୦୦୦ କୋଟି ଟଙ୍କା ଟାଣି ନେଲେ ବିଦେଶୀ ନିବେଶକ।

 

୧୮-ଦିଲ୍ଲୀ ପରେ ଉତ୍ତରପ୍ରଦେଶରେ ଜାରି ହେଲା ୱାର୍କ ଫ୍ରମ ହୋମ।

 

୧୯-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱିଡେନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ, ମିଳିଲା ୩୧ତମ ଗ୍ଲୋବାଲ୍ ଆୱାର୍ଡ।

 

୨୦-କଙ୍ଗୋ ଓ ଉଗାଣ୍ଡାରେ ନିଆଁ ଭଳି ମାଡୁଛି ମାରାତ୍ମକ ଇବୋଲା ଭାଇରସ୍; ୨୪୬ ସନ୍ଦିଗ୍ଧ ଚିହ୍ନଟ ପରେ ଏମର୍ଜେନ୍ସୀ ଘୋଷଣା କଲା WHO।