November 26, 2024

Day: September 16, 2024

ବିଶିଷ୍ଟ ସମାଜସେବୀ କାମପାଳ ପାତ୍ର ଙ୍କ ସ୍ମୃତି ସଭା ଆୟୋଜିତ 

    ଉଲୁଣ୍ଡା - ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସଂଚଳର ବିଶିଷ୍ଟ ସମାଜସେବୀ ତଥା ରାଜନୀତିଜ୍ଞ ସ୍ଵର୍ଗତ କାମପାଳ ପାତ୍ର ଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ ସଭା...

ପରମ ପ୍ରେମାମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ଶୁଭ ୧୩୭ ତମ ଜନ୍ମ ଦିବସ ମହୋତ୍ସବ

      ଗତ ୧୫.୦୯.୨୦୨୪ ରବିବାର ଦିନ ସତସଙ୍ଗ ବିହାର କୁଜଙ୍ଗ ପରିସର ରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର...

ଦେବଶିଳ୍ପୀଙ୍କ ପୂଜା ମହାସମାରୋହରେ ପାଳିତ। 

  ବୋଲଗଡ଼,୧୬/୯ (ଉପାନ୍ତ ଖବର ):ବୋଲଗଡ଼ ବ୍ଲକ ସଦର ମୁଖ୍ୟାଳୟ ସମେତ ଏହାର ଆଖ ପାଖ ଅଂଚଳରେ ସୋମବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳନ କରାଯାଇଛି।...

ଉଦଘାଟନର ବର୍ଷେ ବିତିଗଲା ଓଏସଆରଟିସି ଓ ଏନଏସି କତୃପକ୍ଷ ଙ୍କ ମନମାନି ବସଷ୍ଟାଣ୍ଡ ଷ୍ଟଲ ବଣ୍ଟନ ରେ ଅନିୟମିତତା

      କୋରାପୁଟ ଜ଼ିଲ୍ଲା କୋଟପାଡ଼ ନୂତନ ବସ ଷ୍ଟାଣ୍ଡ ପରିସର ରେ ଥିବା ଷ୍ଟଲ ଗୁଡିକ ଉଦଘାଟନ ର ବର୍ଷେ ହେଲାଣି ହିତାଧିକାରୀ ଙ୍କୁ...

ରସୁଲପୁର ରେ ମହମ୍ମଦ ଙ୍କ ଜନ୍ମୋତ୍ସବ ପାଳନ…

    ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ଠାରେ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଧର୍ମଗୁରୁ ମହମ୍ମଦ ଙ୍କ ଜନ୍ମୋତ୍ସବ ପାଳିତ...

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କୁ ଆବାହନ

    ବେଲଗୁଣ୍ଠା, 16/09, ଆଜି ବେଲଗୁଣ୍ଠାର ବିଭିନ୍ନ ଅନୁଷ୍ଠାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି I ଏହି ଅବସରରେ ବେଲଗୁଣ୍ଠା ସାଇ ଆଇଟିଆଇରେ ବିଶ୍ଵକର୍ମା...

ବାଇକ ଧକ୍କାରେ ନାବାଳକ ଗୁରୁତର 

  ବେଲଗୁଣ୍ଠା, ୧୬/୦୯- ଆଜି ଖରାବେଳେ ଏକ ବାଇକ ସହିତ ସାଇକଲ ଧକ୍କା ହୋଇ ଦଶମ ଶ୍ରେଣୀର ଛାତ୍ର ଗୁରୁତର ହୋଇଥିବା ସୂଚନା ମଳିଛି। ସୂଚନା ପ୍ରକାରେ,...

ସମ୍ବଲପୁରୀ ଡେରା ସମ୍ବଲପୁରୀ ପ୍ରଚାର ପ୍ରସାରର କେନ୍ଦ୍ର ହେଉ

  ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ଡେରାର ବିକାଶ ପାଇଁ ଯୋଜନା ଓ ଆଲୋଚନା   ସମ୍ବଲପୁର ତା. ୧୬/୯ (ରାଜାରାମ ଷଡ଼ଙ୍ଗୀ ): ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ...

ପୁଣି ଜନନୀ ଯନ୍ତ୍ରଣା: ଖଟ ହେଲା ସାହାରା, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଭୁରିଭୁରି ପ୍ରଶଂସା 

    ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ପୁଣି ଥରେ ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ।ରାସ୍ତା ନ ଥିବାରୁ ପ୍ରସୂତି ମହିଳାଙ୍କୁ ପାଖାପାଖି ୩କିମି ଖଟିଆରେ ବୋହିଲେ ୧୦୮...

ମୋହନାରେ ଦଶହରା ଦୂର୍ଗାପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ…

ମୋହନା-- ଗଜପତି ଜିଲ୍ଲା ର ମୋହନା ସଦର ମୋହନା ମୁଖ୍ୟ ବଜାର ମଧ୍ୟରେ ହେବାକୁ ଥିବା ଦୁର୍ଗା ପୂଜା ଦୀର୍ଘ ବର୍ଷ ଧରି ସ୍ଥାନୀୟ ଶ୍ରୀ ନୀଳକଣ୍ଠେଶ୍ଵର...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.