April 29, 2026

ସ୍ବାଧୀନତା ଦିବସ ଉପଲକ୍ଷେ ଶେରଗଡ଼ ପଞ୍ଚାୟତ ସମିତି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ..

IMG-20240815-WA0042
Share

ନୀଳଗିରି:

ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅର୍ନ୍ତଗତ ଶେରଗଡ଼ ପଞ୍ଚାୟତ ରେ ୭୮ତମ ସ୍ବାଧୀନତା ଦିବସ ଉପଲକ୍ଷେ ସରପଞ୍ଚ ଙ୍କ ନେତୃତ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଶେରଗଡ଼ ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ୨୦୦ ରୁ ଉର୍ଦ୍ଧ୍ବ ବୃକ୍ଷ ଲଗାଯାଇଥିବା ଦେଖିବାକୁ ମିଳିଛି। ଏହି ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସରପଞ୍ଚ ଦୟାନିଧି ମହାପାତ୍ର, ନ୍ୟାୟବ ସରପଞ୍ଚ, ମନୋରମା ରାଉତ,ସମିତି ସଭ୍ୟ ରଞ୍ଜିତା ନାୟକ, ସମାଜ ସେବୀ ହାଡିବନ୍ଧୁ ପାତ୍ର ଏବଂ ବରିଷ୍ଠ ସାମ୍ବାଦିକ ରବି ରାଉତ ଏବଂ ସମସ୍ତ ମେମ୍ବର ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ଦେଖିବାକୁ ମିଳିଛି।(ଦେବାଶିଷ ଦାଶ୍ )