June 20, 2026

ଖନ୍ତାପଡା ଭାରତୀୟ ଜନତା ପାର୍ଟି ତରଫରୁ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି..

IMG-20240815-WA0041
Share

ଖନ୍ତାପଡା: ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଖନ୍ତାପଡା ବଜାରରେ ଥିବା ଖନ୍ତାପଡା ଭାରତୀୟ ଜନତା ପାର୍ଟି ତରଫରୁ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଆଜି ସକାଳେ ଖନ୍ତାପଡା ଦାଣ୍ଡକାଳୀ ମଣ୍ଡଳ ସଭାପତି ଦିଲିପ୍ ଦାସ ଙ୍କ ନେତୃତ୍ବରେ ସମସ୍ତ କର୍ମୀମାନେ ଉପସ୍ଥିତ ରହି ଜାତୀୟ ପତାକା ଉତୋଳନ କରିବା ସହିତ ଜାତୀୟ ସଙ୍ଗୀତ ଗାନ କରିଥିଲେ ଏହାପରେ ଭାରତ ମାତାଙ୍କ ବନ୍ଦନା ଏବଂ କିଛି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ରେ ମଧୁସୂଦନ ବାରିକ୍, ମନୋରଞ୍ଜନ ବାରିକ୍ ରାଜେନ୍ଦ୍ର ସ, ରତ୍ନାକର ଦାସ ଏବଂ ସମସ୍ତ ଭାରତୀୟ ଜନତା ପାର୍ଟିର କର୍ମୀ ମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି।( ଦେବାଶିଷ ଦାଶ୍ )

You may have missed