June 20, 2026

ଖନ୍ତାପଡା ଥାନାରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି

IMG-20240815-WA0038
Share

ନୀଳଗିରି: ବାଲେଶ୍ଵର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ରେ ଥିବା ଖନ୍ତାପଡା ଥାନାରେ ଆଜି ସକାଳେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି ଏହି ଦିବସ ଅବସରରେ ଖନ୍ତାପଡା ଥାନା ଅଧିକାରୀ ବିରଞ୍ଚି ସାହୁ ଜାତୀୟ ପତାକା ଉୋଳନ କରିବା ସହିତ ଜାତୀୟ ସଙ୍ଗୀତ ଗାନ କରିଥିଲେ ଏହି ସ୍ବାଧୀନତା ଦିବସ ପାଳନ ଅବସରରେ ଖନ୍ତାପଡା ଥାନା

sub inspector ଆଶୁତୋଷ ଦାଶ , ଶୁସିଲ୍ କୁମାର ମହନ୍ତ,ସୁଦର୍ଶନ ମୁର୍ମୁ, ଅମିତା ଦାସ,କନେଷ୍ଟବଳ ଖାରବେଳ ଦାସ୍ ଜୟନ୍ତ ପ୍ରଧାନ, ଏବଂ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସ୍ବାଧିନତା ଦିବସ ପାଳନ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ।(‌ ଦେବାଶିଷ ଦାଶ୍ )