ବୋଲଗଡ଼ ବ୍ଳକ ମାଣିବନ୍ଧ ପଞ୍ଚପଲ୍ଲୀ ଉଚ୍ଚବିଦ୍ୟାଳୟର ୭୮ତମ ସ୍ଵାଧୀନତା ଦିବସ ପାଳନ

IMG-20240815-WA0044
Share

ବୋଲଗଡ ବ୍ଲକ ମାଣିବନ୍ଧ ପଞ୍ଚପଲ୍ଲି ଉଚ୍ଚବିଦ୍ୟାଳୟର ୭୮ତମ ସ୍ଵାଧୀନତା ଦିବସ ପାଳନ କରାଯାଇଅଛି ସ୍କୁଲର ପ୍ରଧାନଶିକ୍ଷକ ଅମର କୁମାର ବେହେରା ପତାକା ଉତ୍ତଲନ କରିଥିଲେ ସ୍କୁଲର ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ ମାନସ ରଞ୍ଜନ କର ଉପସ୍ଥିତ ଥିଲେ ସ୍ୱାଗତ ଭାଷଣ ପ୍ରଧାନ ଶିକ୍ଷକ ଦେଇଥିଲାବେଳେ ରଶ୍ମୀରିତା ଚୌଧୁରି ଧନ୍ୟବାଦ ଅର୍ପଣ କରିଥିଲେ କ୍ରିଡା ଶିକ୍ଷକ ସେସିସାରେ ପିଲାମାନଙ୍କୁ ପ୍ୟାରେଡ କରାଇଥିଲେ ତାଙ୍କ ସହିତ ମାନସ ସାରେ ମିତାଲି ମାଡ଼ାମ ସୁମିତ୍ରା ମାଡାମ ସୁଭଶ୍ରୀ ମାଡାମ ବିନୋଦସାରେ ରଶ୍ମିତା ମାଡାମ ଲଲିତସାରେ ପ୍ରଭାକରସାରେ ଭାଷ୍କର ସାରେ ଅଶ୍ଵନି ସାରେ କାଳୁ ଭାଇ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହିତ ଅଗଷ୍ଟ ୧୫ କୁ ପାଳନ କରିଥିଲେ ରିପୋଟର ମାନସ ରଞ୍ଜନ କର