June 16, 2026

କୋଲନରା ରେ୭୭ ତମ ସ୍ଵାଧୀନତା ଦିବସ ପାଳିତ ।

IMG-20230815-WA0039
Share

କୋଲନରା ରେ୭୭ ତମ ସ୍ଵାଧୀନତା ଦିବସ ପାଳିତ ।
କୋଲନରା(ରାୟଗଡ଼ା) ଆଜି ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକର ଅନେକ ଅନୁଷ୍ଠାନରେ ୭୭ ତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ମାନଙ୍କରେ ଏହି ପବିତ୍ର ଦିବସ କୁ ଅତି ଧୁମ୍ ଧାମ୍ ସହକାରେ ପାଳନ କରାଯାଇଛି । ସମସ୍ତ ବିଦ୍ୟାଳୟ, ବିଇଓ ଅଫିସ୍, ଗ୍ରାମପଞ୍ଚାୟତ ଅଫିସ୍, ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ଓ ଦିବ୍ୟାଙ୍ଗ ପିଲାଙ୍କ ନୂତନ ଜ୍ଞାନବର୍ଦ୍ଧନୀ ବିଦ୍ୟାଳୟରେ ଅତି ଧୂମଧାମରେ ପାଳନ କରାଯାଇଛି । ତା ସଙ୍ଗେ ସଙ୍ଗେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତ।ରେ କୃତିତ୍ଵ ହାସଲ

କରିଥିବା ପିଲାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସମସ୍ତ ଅତିଥିମାନେ ସ୍ଵାଧୀନତା ଦିବସ ବିଷୟରେ ଉଦ୍‌ବୋଧନ ପ୍ରଦାନ କରିଥିଲେ
କୋଲନରାରୁ ଶ୍ରୀ ବିନୋଦ ଚନ୍ଦ୍ର ରଣାଙ୍କ ରିପୋଟ (ଉପାନ୍ତ ଓଡ଼ିଶା)

You may have missed