July 17, 2026

ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁବେଚ୍ଛା 

IMG-20260715-WA0105
Share

 

ଗଜପତି ଜିଲ୍ଲାର ସମସ୍ତ ଜନସାଧାରଣ ଙ୍କୁ ପବିତ୍ର ରଥଯାତ୍ରା ଉପଲକ୍ଷେ ଅଭିନନ୍ଦନ ଓ ଶୁବେଚ୍ଛା। ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କୃପାରୁ ସମସ୍ତ ଙ୍କ ଜୀବନ ସୁଖମୟ ହେଉ। ଏହା ମୋ ତରଫରୁ ଜଗନ୍ନାଥ ଙ୍କ ନିକଟରେ ନିବେଦନ।

ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ

ବିଧାୟକ, ମୋହନା ନିର୍ବାଚନ ମଣ୍ଡଳୀ, ଗଜପତି, ଓଡିଶା