April 30, 2026

ସୁଣ୍ଡିଢାମୁଣୀ ପଞ୍ଚାୟତରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20230814-WA0017
Share

ସୁଣ୍ଡିଢାମୁଣୀ ପଞ୍ଚାୟତରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସୁଣ୍ଡିଢାମୁଣୀ ପଞ୍ଚାୟତରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସୁଣ୍ଡିଢାମୁଣୀ ସରପଞ୍ଚ ଭାସ୍କର କାଡ୍ରାକା,
ସମିତି ସଭ୍ୟ ଶ୍ରୀ କମଳ ଲୋଚନ ମୁଟିକା,
ନାଏବ ସରପଞ୍ଚ ଶ୍ରୀମତୀ ସୁନିତା ବିଡିକା,
ଏମବିକେ ରିନା ମାଣ୍ଡାଙ୍ଗି,
ଗ୍ରାମରୋଜଗାରସେବକ ଶ୍ରୀ ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ମାଟିକୁ ବନ୍ଧନ କରାଯାଇ ବିରାଟ ପଟୁଆରରେ ବ୍ଲକ କାର୍ଯ୍ୟାଳୟକୁ ମାଟିକୁ କଳସ ମଧ୍ୟରେ ଅଣାଯାଇଥିଲା।ଏହି ପ୍ରରିପ୍ରେକ୍ଷୀରେ ପଞ୍ଚାୟତର ଅମୃତ ସରୋବରୋ ପୋଖରୀ ପାଶ୍ୱର୍ରେ ୫୦ଟି ଔଷଧୀୟ ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ସିଆରପି ଓ ଓ୍ବାଡସଭ୍ୟସଭ୍ୟା ଯୋଗଦାନ କରିଥିଲେ।।