April 29, 2026

ନୂଆଁପଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

IMG-20260205-WA0027
Share

 

 

ବେଲଗୁଣ୍ଠା-୫/୨ ଉପାନ୍ତ ଖବର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନୂଆଁପଡା ନୋତାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପ୍ରଧାନ ଶିକ୍ଷକ ଶ୍ରୀ ଗୌରହରି ପରିଡ଼ା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଟିତ ହୋଇଯାଇଛି। ବେଲଗୁଣ୍ଠା ଗୋଷ୍ଠି ଅଧିକାରି ଲୋପାମୁଦ୍ରା ତ୍ରିପାଠି ମୁଖ୍ୟ ଅତିଥି ଓ ସ୍ଥାନିୟ ସରପଞ୍ଚ କମଳ କୁମାରୀ ପ୍ରଧାନ , ସମିତି ସଭ୍ୟ କୁଞ୍ଜବିହାରୀ ନାୟକ, ପୁର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାଶ, CRC ଛାୟାକାନ୍ତ ମହାପାତ୍ର ଏବଂ ଗ୍ରାମ୍ୟ କମିଟି ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ ଅତିଥି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷ୍ୟାର ମୁଲ୍ୟ ବୋଧ ବିସୟରେ ସୁଚନା ଦେଇଥିଲେ । ଏବଂ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ଶ୍ରେଷ୍ଠ ଜେଜେବାପା ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଥିଲା | (ସୁକାନ୍ତ କୁମାର ନାୟକ)ଙ୍କ ରିପୋର୍ଟ ଉପାନ୍ତ ଖବର ବେଲଗୁଣ୍ଠା |