April 24, 2026

Day: February 6, 2026

ଗଜପତି:- ଆର:କେ:ଏସ:ଏସ: ଅନୁଷ୍ଠାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଖଜୁରୀ ଗୁଡ ତାଲିମ ଶିବିର          

  ଗଜପତି ଜିଲ୍ଲା ଆର: ଉଦୟଗିରି ବ୍ଲକ ଅନ୍ତର୍ଗତ ବାମନିପଡା ଗ୍ରାମ କୋଠା ଗୃହ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ତଥା ଚାଷୀ ମାନଙ୍କୁ...

ପ୍ରାକ୍ ବଜେଟ ପରାମର୍ଶ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ …

  ଭୁବନେଶ୍ୱର ( ଦେବାଶିଷ ଦାଶ )   ବିଭିନ୍ନ କ୍ଷେତ୍ରର ୫୦ରୁ ଉର୍ଦ୍ଧ୍ୱ ବିଶେଷଜ୍ଞ ଯୋଗଦେଲେ. ସମସ୍ତଙ୍କ ମତାମତକୁ ଆଧାର କରି, ଓଡ଼ିଶାର ଲୋକଙ୍କ ହିତକୁ...

ହିନ୍ଦୀ ଫିଚର ଫିଲ୍ମ ‘ଗୋଦାନ’ର ପ୍ରିମିୟର ଦେଖିଲେ ମୁଖ୍ୟମନ୍ତ୍ରୀ

  ଭୁବନେଶ୍ୱର ( ଦେବାଶିଷ ଦାଶ )   ସାରା ରାଜ୍ୟରେ ଗୋଦାନ ଚଳଚ୍ଚିତ୍ର କୁ 'ଟାକ୍ସ ଫ୍ରି' ଘୋଷଣା କଲେ ମୁଖ୍ୟମନ୍ତ୍ରୀ. ଓଡ଼ିଶାରେ ଗୋ-ଅନୁସନ୍ଧାନ କେନ୍ଦ୍ର...

ଏକ ଦେଶ ଏକ ନିର୍ବାଚନ’ ପାଇଁ ଦସ୍ତଖତ ଅଭିଯାନ ଅନୁଷ୍ଠିତ…

    ଢେଙ୍କାନାଳ ( ଦେବାଶିଷ ଦାଶ )   ହିନ୍ଦୋଳ ବ୍ଳକର ବିଭିନ୍ନ ମହାବିଦ୍ୟାଳୟରେ ‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଦସ୍ତଖତ ଅଭିଯାନ ଅନୁଷ୍ଠିତ...

ଭଞ୍ଜନଗର ଏସଜିପି ହାଇସ୍କୁଲ ରେ ବାର୍ଷିକ ଉତ୍ସବ

    ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ...

ବିଶ୍ୱନାଥପୁରରେ ସବରେଜିଷ୍ଟ୍ରାର ଉଦ୍ଘାଟନକୁ ବିରୋଧ କରି ଲାଞ୍ଜିଗଡ଼ ଅଞ୍ଚଳବାସୀଙ୍କ ଆନ୍ଦୋଳନ 

  ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ଗ୍ରାମ ସବୁବେଳେ ସରକାରଙ୍କ ଅବହେଳାର ଶିକାର ହୋଇ ରହିଆସିଛି l ଲାଞ୍ଜିଗଡ଼...

ଟୀକା ତାଳରେ ଔଷଧୀୟ ଚାରା ରୋପଣ ଓ କର୍ମଶାଳା 

  ବୋଲଗଡ(ଉପାନ୍ତ ଖବର) ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହାୟତାରେ ଓ ଟୀକାତାଳ ସ୍ଥିତ ମା' ଶାରଦା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ...

ଉମରକୋଟ ବ୍ଲକ ଅନ୍ତର୍ଗତ କୁର୍ସୀ ପଞ୍ଚାୟତ ଠାର କିଶୋରୀ ମେଳା ଅନୁଷ୍ଠିତ…….

  ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଆ ଇ ସି ଡି ଏସ ତରଫରୁ କୁର୍ସୀ ପଞ୍ଚାୟତ ଠାର ଅନୁଷ୍ଠିତ ହୋଇଯାଇଛି। କୁର୍ସୀ  ହାଇ...

ଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ସଚେତନତା କାର୍ଯ୍ୟକ୍ରମ

*ସମାଜକୁ ବଞ୍ଚାଇବା ଡାହାଣୀ ସନ୍ଦେହରେ ନିର୍ଯାତନା ବନ୍ଦ କରିବା*     ପାରଳାଖେମୁଣ୍ଡି,ତା.୦୬.୦୨.୨୦୨୬   ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ...

କାର ଧକ୍କାରେ ବୃଦ୍ଧ ମୃତ

    ବେଲଗୁଣ୍ଠା (ସୁକାନ୍ତ କୁମାର ନାୟକ) ଉପାନ୍ତ ଖବର ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ଶାସନ ଗ୍ରାମର ତ୍ରିନାଥ ନାୟକ (୬୫) ଆଜି ସକାଳେ...

You may have missed