April 29, 2026
hand
Share

 

 

ବେଲଗୁଣ୍ଠା (ସୁକାନ୍ତ କୁମାର ନାୟକ) ଉପାନ୍ତ ଖବର

ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ଶାସନ ଗ୍ରାମର ତ୍ରିନାଥ ନାୟକ (୬୫) ଆଜି ସକାଳେ କାର ଧକାରେ ପ୍ରାଣ ହରାଇଛନ୍ତି। ଗ୍ରାମର ଶିବମନ୍ଦିର ଆଗରେ ବସିଥିବା ସମୟରେ କାରଟି ଭାରସାମ୍ୟ ହରାଇ ତାଙ୍କୁ ଧକା ଦେଇଥିଲା ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଗୋବରା ସ୍ୱାସ୍ଥ୍ୟକେନ୍ଦ୍ର ନିଆ ଯାଇଥିଲା ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଞ୍ଜନଗର ସ୍ଥାନାନ୍ତର କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଝିଅ ସୁମିତ୍ରା ବେହେରା ଙ୍କ ଏତଲା କ୍ରମେ ଗାଙ୍ଗପୁର ଥାନାରେ କେସ୍ ନଂ ୪୮/୨୬ ରେ ମାମଲା ରୁଜୁ ହୋଇଛି । ଏସ୍ଆଇ ଅଜୟ କୁମାର ମଲ୍ଲିକ୍ ତଦନ୍ତ ଭାର ଗ୍ରହଣ କରିଥିବା ଥାନା ଅଧିକାରୀ ବନ ବିହାରି ପ୍ରଧାନ ସୂଚନା ଦେଇଛନ୍ତି ।

You may have missed