April 29, 2026

ନବକାକଳିର ଏକତ୍ରିଂଶ ବାର୍ଷିକୋତ୍ସବ

IMG-20260205-WA0028
Share

    ତିର୍ତ୍ତୋଲ ୪/୨ :ଜଗତସିଂହପୁର ବ୍ଳକ୍ ମୁଦୁପୁର ଗ୍ରାମପ ।ୟତର କନ୍ତର କେଳିକା ନରତ୍ନାକର ପାଠାଗାର ଅଞ୍ଚନୁକୁଲ୍ୟରେ ଜିଲ୍ଲାର

ଅଗ୍ରଣୀ ପତ୍ରିକ ନବକାକଳିର ଏକତ୍ରିଂଶ ସ୍ୱନକ୍ଷତ୍ର ଦିବସ ତଥା ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ ପୁସ୍ତକର ଲୋକାର୍ପଣ ପର୍ବ ଅନନ୍ତ ସଂସ୍କୃତ ମହାବିଦ୍ୟାଳୟରେ

ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅବେଶନ ଆଦିକବି ସାରଳା ଦାସ କବିତ।ପାଠ ମଞ୍ଚକୁ ସଭାପତିତ୍ବ କରିଥିଲେ ମହେନ୍ଦ୍ର କୁମାର ଆଚାର୍ଯ୍ୟ । ମଞ୍ଚ ଆବାହନ

କରିଥରଲେ ସହସମ୍ପାଦକ ନବକାକଳିର ସମ୍ପାଦକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ସମ୍ପାଦକକୀୟ ବିବରଣୀ ପ୍ରଦାନ ସହ ସ୍ଵାଗତ ଭାଷଣ ଦେଇଥିଲେ । ମୁଖ୍ୟ

ଅତିଥି କବି ଅଜୟ କୁମାର ବେହେରା, ମୁଖ୍ୟବକ୍ତା ଗୀତିକବି ଉମାକାନ୍ତ ନାୟକ, ବରେଣ୍ୟ ଅତିଥ୍‌ ଭାବରେ ଡ. ଅଶୋକ କୁମାର ପଣ୍ଡା, ଶିକ୍ଷାବିତ୍ ତ୍ରିଲୋଚନା

ପାଢ଼ୀ ଶ୍ରୀଜଗନ୍ନାଥଙ୍କ ‘ଟୋଚିତ୍ରରେ ମାଲ୍ୟାର୍ପଣ କରି ବକ୍ତବ୍ୟ ଦେଇଥିଲେ । କବି ବାମଦେବ ସ୍ବାଇଁ ଓ କବୀ ପ୍ରତିଭା ମିଶ୍ରଙ୍କ ସଂଯୋଜନାରେ ଶତାଧିକ କବି

ସ୍ୱରଚିତ କବିତା ପାଠ କରି ପ୍ରଶଂସାପତ୍ର ଅତିଆମାନଙ୍କ ଠାରୁ ଗ୍ରହଣ କରିଥରଲେ । ଦ୍ୱିତୀୟ ଅଧରବେଶନ ସାହିତ୍ୟ ସଭାମ ଟି ଜାତୀୟ କବି ବୀରକିଶୋରଙ୍କୁ

ଉତ୍ସର୍ଗ ହୋଇଥରଲା। ଅଧିବେ ସନରେ ଅଧ୍ୟକ୍ଷତା କରିଥିଲେ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ । ଉଦ୍ଘାଟନ କରିଥିଲେ ପ୍ରଫେସର ଡ. ନାରାୟଣ ପଣ୍ଡା । ମୁଖ୍ୟ

ଅତିଥ୍ୟ ପ୍ରାକ୍ତନ ଅଧ୍ୟକ୍ଷା ଡ. ବୈଜୟନ୍ତୀମଳା ଶତପଥୀ, ମୁଖ୍ୟବକ୍ତା ଉତ୍କଳ ସାହିତ୍ୟ ସମାଜର ଉପ ସଭାପତି ବ୍ରହ୍ମାନନ୍ଦ ବିଶ୍ବାଳ, ବିଶିଷ୍ଟ ଅତିଥୁ ପିଏମ୍ ଶ୍ରୀ

ଜବାହର ନବୋଦୟ ବିଦ୍ୟାଳୟ ରାହାମା, ଜଗତସିଂହପୁରର ଅଧ୍ୟକ୍ଷ ଶ୍ରୀକୃଷ୍ଣ ମହାପାତ୍ର, ଭାଗ୍ୟଲିପିର ସମ୍ପାଦକ ଜ୍ୟୋତିର୍ବି ମିଲନ ବାନାର୍ଜୀ, ଅଧ୍ୟାପକ

ପ୍ରଶାନ୍ତ କୁମାର ଶତପଥୀ, ପ୍ରାକ୍ତନ ଅଧ୍ୟକ୍ଷ ଡ. ବିଜୟ କୁମାର ବିଶ୍ୱାଳ ବକ୍ତବ୍ୟ ଦେଇ ସାହିତ୍ୟିକମାନେ ସମଦର୍ଶୀ ଓ ସହିଷ୍ଣୁ ହେବା ସହ ସମାଜକୁ ଦିଶା

ଦେଖାଇବାକୁ ନିବେଦନ କରିଥିଲେ । ମଞ୍ଚଆମନ୍ତ୍ରଣ ଡ. ଆରତି ତ୍ରିପାଠୀ କଲାବେଳେ ଅତିଥୁ ପରିଚୟ ଦେଇଥିଲେ ଆଷାଢ଼ର ସମ୍ପାଦକ ପୀତ ୟର ମହାପାତ୍ର ।

ଏଥିରେ ନବକାକଳିର ମକର ବିଶେଷଙ୍କ, ଡ. ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ଦୁଇଟି ପ୍ରବନ୍ଧ ପୁସ୍ତକ– ଶ୍ରୀ ସାରଳାମୃତ, ଶ୍ରୀଜଗନ୍ନାଥାମୃତ ତଥା କବୀ ଅନୁଲିପ୍ସା ମିଶ୍ରଙ୍କ

ଶିଶୁ କବିତା ପୁସ୍ତକ ଚୂନାଚୂନା ହୀରା।ଲକୁ ଅତିଥ୍‌ଗଣ ଲୋକାର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି

ବିଶେଷଙ୍କୁ ମର୍ଯ୍ୟାଦାଜନକ ନବକାକଳି ସମ୍ମାନରେ ସମ୍ବଦ୍ଧିତ କରାଯାଇଥିଲା । ଶେଷରେ ମନୋରମା ଦାଶ ଧନ୍ୟବାଦ ଦେଇଥିଲେ । ଉତ୍ସବରେ ସନ୍ତୋଷ ଦାଶ,

ସବ୍ୟସାଚୀ ତ୍ରିପାଠୀ,ପିଙ୍କୁନା ବେହେରା ଓ କ୍ଷେତ୍ରବାସୀ ପତି ସହଯୋଗ କରିଥିଲେ । କୁନି ଓଡ଼ିଶୀ ନୃତ୍ୟଶିଳ୍ପୀ ଆଦ୍ୟାଶା ପ୍ରିୟଦର୍ଶିନୀ ପାଣିଙ୍କ ନୃତ୍ୟ ସବୁରି ମନକୁ

ଜିଣି ନେଇ ଥଲା । ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର