March 10, 2026

ଗଞ୍ଜାମ ଏନଏସି ଇଓ ଅଭିନାଶ ମିଶ୍ର ଙ୍କୁ ଅତିରିକ୍ତ ଦାୟିତ୍ୱ, ସ୍ୱତନ୍ତ୍ର ଯୋଜନା ଅଧିକାରୀ

IMG-20230804-WA0014
Share

ଗଞ୍ଜାମ ଏନଏସି ଇଓ ଅଭିନାଶ ମିଶ୍ର ଙ୍କୁ ଅତିରିକ୍ତ ଦାୟିତ୍ୱ, ସ୍ୱତନ୍ତ୍ର ଯୋଜନା ଅଧିକାରୀ

**************************

ଗଞ୍ଜାମ – ପ୍ରଦୀପ କୁମାର ପଣ୍ଡା

ରାଜ୍ୟ ସରକାର ଙ୍କ ଗୃହ ଓ ନଗର ଉନୟନ ବିଭାଗ ପକ୍ଷରୁ ଜିଲ୍ଲାର କିଛି ଏନଏସି ଓ ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ )ରାଜ୍ୟ ସରକାର l ଏଥିପାଇଁ ଉକ୍ତ ଅଧିକାରୀ ମାନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣା ପଡିଛି l ଗୃହ ନଗର ଉର୍ଣ୍ଣୟନ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଚିଠି ନଂ15033 ତା 28/7/ରେ ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ସ୍ୱତନ୍ତ୍ର ଯୋଜନା ଅଧିକାରୀ (ଏସପିଏ )ଅତିରିକ୍ତ ଦାୟିତ୍ୱ ମିଳିଛି l ସରକାର ଯେଉଁ ଦାୟିତ୍ୱ ଦେବେ ତାହା ସୁଚାରୁରୂପେ ତୁଲାଇବା ପାଇଁ ଚେଷ୍ଟା କରିବା ସହ ଏନଏସି ଅଫିସ ହେଉଛି ସର୍ବସାଧାରଣ ଅଫିସ ତେଣୁ ସ୍ଥାନୀୟ ଅଞ୍ଚଳର ଉର୍ନୟନ ଏବଂ ଲୋକଙ୍କ ସମସ୍ୟା କୁ ଅଗ୍ରାଧିକାର ଦେବେ ବୋଲି ଇଓ ମିଶ୍ର ନିଜ ପ୍ରତିକ୍ରିୟା ରେ କହିଛନ୍ତି l ପ୍ରକାଶ ଯୋଗ୍ୟ ମିଶ୍ର ଏନଏସି ଇଓ ଭାବେ ଦାୟିତ୍ୱ ନେବାଠାରୁ ସହରର ଆଖି ଦୃଶିଆ ଉର୍ଣ୍ଣୟନ ହୋଇପାରିଛି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି l