April 25, 2026

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ।

IMG-20230804-WA0017
Share

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ।

(ନବରଙ୍ଗପୁର ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଶ୍ରୀ ମୁନ୍ନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଜି ସୁପ୍ରିମକୋର୍ଟର ଶ୍ରୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଉପରେ ଦେଇଥିବା ଐତିହାସିକ ରାୟ କୁ ଜିଲ୍ଲା କଂଗ୍ରେସ କମିଟି ସ୍ୱାଗତ କରିଛି। ଏହି ଅବସରରେ ପୂର୍ବତନ ବିଧାୟକ ଶ୍ରୀ ସଦନ ନାୟକ, ପୂର୍ବତନ ଉପ- ନଗରପାଳ ଶ୍ରୀ ସୁବାଷ ଚନ୍ଦ୍ର ସୁର, ଶୃଙ୍ଖଳା କମିଟିର ସଭାପତି ଶ୍ରୀ ସତ୍ୟ ନାରାୟଣ ତ୍ରିପାଠୀ, କିଷାନ କଂଗ୍ରେସର ଜିଲ୍ଲା ସଭାପତି ଶ୍ରୀ ବୃନ୍ଦାବନ ତ୍ରିପାଠୀ, ଜିଲ୍ଲା INTUC ସଭାପତି ଶ୍ରୀ ଦିବାକର ପୂଜାରୀ, ନବରଙ୍ଗପୁର ଯୁବ କଂଗ୍ରେସ ସଭାପତି ଶ୍ରୀ ସୁରଜ ଲାଲ, ନବରଙ୍ଗପୁର ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅବଦୁଲ ଫିରୋଜ଼, ନବରଙ୍ଗପୁର ନଗର କଂଗ୍ରେସ ସଭାପତି ଶ୍ରୀ ପ୍ରଦୀପ କୁମାର ସାହୁ, ରାଜ୍ୟ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଯୋଜକ ଶ୍ରୀ ପ୍ରକାଶ ସାମନ୍ତରାୟ, ମଣ୍ଡଳ କଂଗ୍ରେସ ସଭାପତି ଶ୍ରୀ ଦେବକାନ୍ତ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଭବାନୀ ପ୍ରସାଦ ସାହୁ, ପୂର୍ବତନ କାଉନସିଲର ଶ୍ରୀ ବାମଦେଵ ନାୟକ, ଯୁବନେତା ମୁକେଶ ଗୁପ୍ତା ଐତିହାସିକ ରାୟକୁ ଜରୁରୀ ବୈଠକରେ ସ୍ୱାଗତ କରିଥିଲେ।