ଲାଞ୍ଜିଗଡ ସ୍ଥିତ ବେଦାନ୍ତ ନଗରର ଆଧ୍ୟାତ୍ମିକ ପରିବେଶକୁ ଭକ୍ତିମୟ କରିଦେଇଛି ନିମୟୀ ମନୋହର ସଙ୍କୀର୍ତ୍ତନ କମିଟି ଦ୍ଵାରା ପ୍ରସ୍ତୁତ ୧୬ ପ୍ରହର ନାମ ଯଜ୍ଞ।
ଏହି ପବିତ୍ର ଅବସର ଉପଲକ୍ଷେ ଆଜି ବହୁ ଆଡମ୍ବର ଓ ଭକ୍ତିଭାବର ସହିତ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ସମୟରେ ଶତାଧିକ ଶ୍ରଦ୍ଧାଳୁ, ମହିଳା...
