April 20, 2025

ସମାଚାର

ଉମରକୋଟ ଅନ୍ତର୍ଗତ କେଶରୀବେଡା ସରକାରୀ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ………

  ଛାତ୍ରଛାତ୍ରୀ ମାନଙ୍କ ସହ ସଙ୍ଗୀତର ତାଳେ ତାଳେ ଅତିଥି ନାଚିଲେ.....   ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ ଅନ୍ତର୍ଗତ କେଶରୀବେଡା ସରକାରୀ ଆଶ୍ରମ ବିଦ୍ୟାଳୟରେ ୬୭...

ଜରଡ଼ା ବୈଦିକ ସତସଙ୍ଗ ସମିତି ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳନ 

  ପାତ୍ରପୁର ୨୯/୦୩/୨୫ ପାତ୍ରପୁର ବ୍ଳକ ଜରଡ଼ା ବୈଦିକ ସତସଙ୍ଗ ସମିତି ପକ୍ଷରୁ ରୌପ୍ୟ ଜୟନ୍ତୀ ଶନିବାର ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ୩ ଦିନ...

ଗାରିମାମୟ ଗୌରବୋଜ୍ଜଳ ଐତିହ୍ଯ ମାଣିକ ପାଟଣା ମାଟିରେ “ଭାବର ଠାକୁର ଭାକୁଣ୍ଡଳେଶ୍ବର।”

  ଐତିହ୍ଯ ପରମ୍ପରା ସଂସ୍କୃତି ଏବଂ ଧର୍ମର ମହା ମିଳନର ଗଣପର୍ବ ମାଣିକ ପାଟଣାର ବାରୁଣୀ ସ୍ନାନରେ ବୁଡ ପକାଇଲେ ପଚାଶ ହଜାର ଭକ୍ତ।   ଅନେକ...

ଆଜି କୋରାପୁଟ ଓକିଲ ସଙ୍ଗର ନିର୍ବାଚନ ହେଇଥିଲା କେବଳ ସଭାପତି ପଦ ପାଇଁ ତିନି ଜଣ ପାର୍ଥି ପ୍ରତିଦ୍ବନ୍ଦିତା କରୁଥିଲେ

         (ଗୁପ୍ତେଶ୍ୱର ରଥ କୋରାପୁଟ) ଆଜି କୋରାପୁଟ ଓକିଲ ସଙ୍ଗର ନିର୍ବାଚନ ହେଇଥିଲା କେବଳ ସଭାପତି ପଦ ପାଇଁ ତିନି ଜଣ ପାର୍ଥି...

ଭୁତାପଡା ମଙ୍ଗଳା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜନୋତ୍ସବ ସକାଶେ କଳସାଧିବାସ 

  ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ସହର ଭୁତାପଡା ମା' ମଙ୍ଗଳାଙ୍କ ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜନୋତ୍ସବ ସକାଶେ ଶନିବାର ଚୈତ୍ର ମାସ ଅମାବାସ୍ୟା ତିଥିରେ କଳଶାଧୀବାସ ଅନୁଷ୍ଠିତ...

ସାହାରପଡା ଅଞ୍ଚଳରେ ବିଭିନ୍ନ ଗ୍ରାମରେ ୨୪ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ 

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ଗୁଡିକରେ ୨୪ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ...

ବାରୁଣିସ୍ନାନରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଣସପଦା ପକ୍ଷରୁ ରାମ ଖେଚୁଡ଼ି ବଣ୍ଟନ l

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବାବା ଭାବକୁଣ୍ଡଳେଶ୍ୱରଙ୍କ ବାରୁଣିସ୍ନାନ ବୁଡ଼ରେ ତିନିଦିନ ଧରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଣସପଦା ଆନୁକୂଲ୍ୟରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ମାଗଣାରେ ରାମ ଖେଚୁଡ଼ି ବଣ୍ଟନ...

ବାସେଳୀସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉର୍ତ୍ସବ ଅନୁଷ୍ଠିତ l

ଆଜି ପୁରୀ ପୌରାଞ୍ଚଳ ବାସେଳୀସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉର୍ତ୍ସବ ମହାଡ଼ମ୍ବରରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ପତିତପାବନ ଜଗଦେବଙ୍କ ସଭାପତିତ୍ୱ...