ମାଲକାନଗିରି ଜିଲ୍ଲାରେ ଏସଆଇଆର ୨୦୨୬ ଅଭିଯାନ: ୮୫ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ଭୋଟରଙ୍କ ଘରେ ପହଞ୍ଚି ଫର୍ମ ପ୍ରଦାନ କଲେ ପ୍ରଶାସନିକ ଅଧିକାରୀ
*ମାଲକାନଗିରି, ୦୩ ଜୁନ୍:* ଜିଲ୍ଲାରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ ଓ ସର୍ବବ୍ୟାପୀ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂସନୀୟ...
