September 6, 2026

ଖବର ଉପାନ୍ତ ଓଡିଶା

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କିଶୋର ନ୍ୟାୟ ପରିଷଦ ଦ୍ବାରା ନାବାଳକ ଦଣ୍ଡିତ

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କିଶୋର ନ୍ୟାୟ ପରିଷଦ ଦ୍ବାରା ନାବାଳକ ଦଣ୍ଡିତ ପାରଳାଖେମୁଣ୍ଡି:୧୨/୮(ଗରୁଡ଼ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କିଶୋର ନ୍ୟାୟ ପରିଷଦ...

କଢାଙ୍ଗ ଠାରୁ ଦୁର୍ଦ୍ଦ। ମର୍ଦ୍ଦୋଳ ୧୦ ଏଚ୍ କେନାଲବନ୍ଧ ରାସ୍ତାକାମ ଅନୁଧ୍ୟାନ କଲେ ୫ଟି ଙ୍କ ଟିମ୍।

କଢାଙ୍ଗ ଠାରୁ ଦୁର୍ଦ୍ଦ। ମର୍ଦ୍ଦୋଳ ୧୦ ଏଚ୍ କେନାଲବନ୍ଧ ରାସ୍ତାକାମ ଅନୁଧ୍ୟାନ କଲେ ୫ଟି ଙ୍କ ଟିମ୍। ++++++++++++++++++++ ତିର୍ତ୍ତୋଲ :- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ...

ସକାଳର ଖବର

╭──────────────────╮ 🌄, ୧୨-ଅଗଷ୍ଟ-୨୦୨୩, ଶନିବାର ╰──────────────────╯ •┈┈┈┈┈┈┈┈┈┈┈┈┈┈┈┈┈┈┈• ➡️୧-ବରପାଲିରେ ଗଙ୍ଗାଧର ସ୍ମୃତି ପୀଠର ହେବ ରୂପାନ୍ତର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କଲେ ୨ କୋଟି ଟଙ୍କା...

ହାଟଡିହି କଂଗ୍ରେସ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ ।

ହାଟଡିହି କଂଗ୍ରେସ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ । ହାଟଡିହି,୧୧/୦୮: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଓରାଳି ପଞ୍ଚାୟତ ୯ନଂ ୱାର୍ଡ଼ରେ ଗତକାଲି ରାତ୍ର ପ୍ରାୟ ସାଢ଼େ...

ଆଜିର ରାଶିଫଳ

*🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* *ଅଦ୍ୟ ଅଗଷ୍ଟ ମାସ ୧୨ ତାରିଖ ୨୦୨୩ ମସିହା(ଶନିବାର)* *ଶକାବ୍ଦ -୧୯୪୫* *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୦* *ସମ୍ବତ୍ସର-ପିଙ୍ଗଳ* *ଶ୍ରାବଣମାସ-ମଳ କୃଷ୍ଣପକ୍ଷ* *ତିଥି- ଏକାଦଶୀ...

ଧରିତ୍ରୀ ପୁତ୍ର ସମ୍ମାନ ପାଇଲେ ଏମସିଏଲ ମୁଖ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି କୋରାପୁଟ ଜ଼ିଲ୍ଲା କୋଟପାଡ଼ ତାଳୁକର ଏମସିଏଲ ନିର୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଧରିତ୍ରୀ ପୁତ୍ର ସଂମ୍ମାନ ରେ ସମ୍ମାନିତ କରାଯାଇଥିବା ଜଣାଯାଇଛି। ଚାଷୀଙ୍କ ଉନ୍ନତି ସହ ଆର୍ଥିକସ୍ଥିତି ର ସୁଧାର ଆଣିବା ବେକାର ସମାସ୍ୟ ଦୂରୀକରଣ ସରକାରଙ୍କ ରାଜସ୍ୱ ବୃଦ୍ଧି ଏବଂ ଅଞ୍ଚଳ ର ବିକାଶକୁ ନେଇ ଏକ ବର୍ଷରୁ ଉର୍ଦ୍ଧ ଦିନ ହେବ ଶ୍ରୀ ମହାନ୍ତି ଦିନରାତି ଯେଉଁ ଭଳି ଭାବରେ ପ୍ରୟାସ ଜାରି ରଖି ଛନ୍ତି ଏହି ଅବସରରେ ଗତ ଦୁଇ ଦିନ ଧରି ବମ୍ବେ ଠାରେ ବିଶ୍ୱ ବାୟ ଫୁଏଲ ଦିବସ ଉପଲକ୍ଷେ ସମ୍ମିଳନି ଅନୁଷ୍ଠିତ ହୋଇଥିଲା।ଭାରତ ର 22ଟି ରାଜ୍ୟର ଏମସିଏଲ ନିର୍ଦେଶକ ମାନେ ଯୋଗ ଦେଇଥିଲେ. ଉକ୍ତ ସମ୍ମିଲନୀ ରେ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଧରିତ୍ରୀ ପୁତ୍ର ସମ୍ମାନ ପ୍ରଦାନ କରାଯାଇଛି।ଆଜି ଅପରାହ୍ନ ରେ ଛତିଶ ଗଡ଼ ରାଜ୍ୟ ଜଗଦଳପୁର ବିମାନ ବନ୍ଦରରେ ଶ୍ରୀ ମହାନ୍ତି ପହଞ୍ଚିବା ପରେ ଅଞ୍ଚଳ ର ଚାଷୀଙ୍କ ସମେତ ଏମବିପି ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇ ଥିଲେ।ଅଧକ୍ଷ ଶ୍ରୀ ସିଦ୍ଧାର୍ଥ ମହାନ୍ତି ଓ ରତନ ବେହେରା ଆୱାର୍ଡ ଗ୍ରହଣ ସମୟରେ ଉପସ୍ଥିତ ଥିଲେ । କୋରାପୁଟ ଜ଼ିଲ୍ଲା ପ୍ରତି ନିଧି କୋଟପାଡ଼ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

କୋରାପୁଟ ଜ଼ିଲ୍ଲା କୋଟପାଡ଼ ତାଳୁକର ଏମସିଏଲ ନିର୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଧରିତ୍ରୀ ପୁତ୍ର ସଂମ୍ମାନ ରେ ସମ୍ମାନିତ କରାଯାଇଥିବା ଜଣାଯାଇଛି। ଚାଷୀଙ୍କ ଉନ୍ନତି ସହ...

Read MoreRead more about ଧରିତ୍ରୀ ପୁତ୍ର ସମ୍ମାନ ପାଇଲେ ଏମସିଏଲ ମୁଖ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି କୋରାପୁଟ ଜ଼ିଲ୍ଲା କୋଟପାଡ଼ ତାଳୁକର ଏମସିଏଲ ନିର୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଧରିତ୍ରୀ ପୁତ୍ର ସଂମ୍ମାନ ରେ ସମ୍ମାନିତ କରାଯାଇଥିବା ଜଣାଯାଇଛି। ଚାଷୀଙ୍କ ଉନ୍ନତି ସହ ଆର୍ଥିକସ୍ଥିତି ର ସୁଧାର ଆଣିବା ବେକାର ସମାସ୍ୟ ଦୂରୀକରଣ ସରକାରଙ୍କ ରାଜସ୍ୱ ବୃଦ୍ଧି ଏବଂ ଅଞ୍ଚଳ ର ବିକାଶକୁ ନେଇ ଏକ ବର୍ଷରୁ ଉର୍ଦ୍ଧ ଦିନ ହେବ ଶ୍ରୀ ମହାନ୍ତି ଦିନରାତି ଯେଉଁ ଭଳି ଭାବରେ ପ୍ରୟାସ ଜାରି ରଖି ଛନ୍ତି ଏହି ଅବସରରେ ଗତ ଦୁଇ ଦିନ ଧରି ବମ୍ବେ ଠାରେ ବିଶ୍ୱ ବାୟ ଫୁଏଲ ଦିବସ ଉପଲକ୍ଷେ ସମ୍ମିଳନି ଅନୁଷ୍ଠିତ ହୋଇଥିଲା।ଭାରତ ର 22ଟି ରାଜ୍ୟର ଏମସିଏଲ ନିର୍ଦେଶକ ମାନେ ଯୋଗ ଦେଇଥିଲେ. ଉକ୍ତ ସମ୍ମିଲନୀ ରେ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଧରିତ୍ରୀ ପୁତ୍ର ସମ୍ମାନ ପ୍ରଦାନ କରାଯାଇଛି।ଆଜି ଅପରାହ୍ନ ରେ ଛତିଶ ଗଡ଼ ରାଜ୍ୟ ଜଗଦଳପୁର ବିମାନ ବନ୍ଦରରେ ଶ୍ରୀ ମହାନ୍ତି ପହଞ୍ଚିବା ପରେ ଅଞ୍ଚଳ ର ଚାଷୀଙ୍କ ସମେତ ଏମବିପି ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇ ଥିଲେ।ଅଧକ୍ଷ ଶ୍ରୀ ସିଦ୍ଧାର୍ଥ ମହାନ୍ତି ଓ ରତନ ବେହେରା ଆୱାର୍ଡ ଗ୍ରହଣ ସମୟରେ ଉପସ୍ଥିତ ଥିଲେ । କୋରାପୁଟ ଜ଼ିଲ୍ଲା ପ୍ରତି ନିଧି କୋଟପାଡ଼ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ ପାରଳାଖେମୁଣ୍ଡି, ତା. 11-08-2023 ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 41...

ଜଳିଗଲା କୁକୁଡ଼ା ଫାର୍ମ, ବର୍ତ୍ତି ଗଲେ କୁକୁଡ଼ା ଚିଆଁ

ଜଳିଗଲା କୁକୁଡ଼ା ଫାର୍ମ, ବର୍ତ୍ତି ଗଲେ କୁକୁଡ଼ା ଚିଆଁ ବୁଗୁଡ଼ା : ତା ୧୦/୦୮/୨୩ : ବୁଗୁଡ଼ା ଥାନା ତଥା ସଂକୁରୁ ପଞ୍ଚାୟତ ଅନ୍ତର୍ଗତ ଘୋଳପୁର ଗ୍ରାମରେ...

ବୁଗୁଡ଼ା ଯାଦବ ସାହି ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡ଼ା ଯାଦବ ସାହି ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା ବୁଗୁଡା : ତା ୧୧/୦୮/୨୩ : ବୁଗୁଡା ଏନଏସି ଅନ୍ତର୍ଗତ ଯାଦବ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ...

ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ, ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା

ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ, ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା ବୁଗୁଡ଼ା : ତା ୧୧/୦୮/୨୩ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ...