September 6, 2026

ଖବର ଉପାନ୍ତ ଓଡିଶା

ବଙ୍ଗାଳିଗୁଡାଗ୍ରାମବାସୀ ବେଦଖଲ ନକରିବାକୁ ନେଇ କଂଗ୍ରେସ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର

ବଙ୍ଗାଳିଗୁଡାଗ୍ରାମବାସୀ ବେଦଖଲ ନକରିବାକୁ ନେଇ କଂଗ୍ରେସ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ବଙ୍ଗାଳିଗୁଡା ଗ୍ରାମରୁ ଗ୍ରାମବାସୀଙ୍କୁ ବେଦଖଲ ନକରିବା ନେଇ ଜିଲ୍ଲା...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।*

*ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।* ============================== ପାରଳାଖେମଣ୍ଡି, ତା.୧୮.୦୯.୨୦୨୩ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲାଇଲାଇ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ...

କଲ୍ୟାଣ ମଣ୍ଡପ ଠାରେ ବିଜେଡିର ସାଙ୍ଗଠନିକ ବୈଠକ କୋରାପୁଟ ଜ଼ିଲ୍ଲା କୋଟପାଡ଼ କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି.ଏହି ବୈଠକ ରେ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ କ୍ରମ ଗୁଡିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଆଗାମୀ ସାଧାରଣ ନିର୍ବାଚନ ରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ମଞ୍ଚସୀନ ଅତିଥି ମାନେ କର୍ମୀଙ୍କୁ ପରାମର୍ଶ ପ୍ରଦାନ କରି ଥିଲେ. ଜ଼ିଲ୍ଲା ସଭାପତି ଶ୍ରୀ ଝିନ୍ନ ହିକ୍କା. କେପଟନ ଦିବ୍ୟସଙ୍କର ମିଶ୍ର. ରାଜ୍ୟ ସମ୍ପାଦକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ. ଜ଼ିଲ୍ଲା ପରିଷଦ ଉପା ଧକ୍ଷ ରାଧା ଗୋବିନ୍ଦ ସାମନ୍ତରାୟ ,ଏସଡିସି ଅଧକ୍ଷ ଚନ୍ଦ୍ର ଶେଖର ମାଝୀ. ସ୍ଥାନୀୟ ବିଧାୟକା ଶ୍ରୀମତୀ ପଦ୍ମିନୀ ଦିଆନ. ଟାଉନ ସଭାପତି ଅରିଫ ପଟେଲ. ପଦ୍ମନ ବିଶୋଇ. ବ୍ଲକ ସଭାପତି. ଗୋପାଳ ଲାଲ ସିଂ ଦେଉ. ମୋହମ୍ମଦ ସଲିମ. ତ୍ରିପତି ଚାଲାଣ. ଗୀତା ମାଝୀ,ସାଙ୍ଗଠନିକ ସମ୍ପାଦକ ଙ୍କ ପ୍ରତିନିଧି ପ୍ରକାଶ ମହାନ୍ତି. ଯୁବ ସଭାପତି ଶ୍ରୀମନ୍ତ ପଣ୍ଡା ବ୍ଲକ ଉପାଧକ୍ଷ ତପନ ପାଣିଗ୍ରାହୀ. ସାଗର ପାତ୍ର. ଯୁବ ସଂଘଠକ ଶିବ ପଟ୍ଟନାୟକ. ଙ୍କ ସମେତ ବହୁ କର୍ମୀ ଓ ନେତା ଉପସ୍ଥିତ ଥିବାର ଜଣା ଯାଇଛି I ଅନ୍ୟ ପକ୍ଷରେ ବିଜେପି ର ମଧ୍ୟ ରବିବାର ଦିନ ବିରାଟ ସଭା ସେହି ସ୍ଥାନରେ ଅନୁଷ୍ଠିତ ହୋଇ ଯାଇଛି. ରାଜ୍ୟ ସଭାପତି ମନମୋହନ ସାମଲ ଏଥର 2024ରେ ମଧ୍ୟ ରାଜ୍ୟ ଏବଂ କେନ୍ଦ୍ର ରେ ବିଜେପି ସରକାର ଗଠନ କରିବ ବୋଲି ତାଙ୍କ ବୋକ୍ତ୍ୟବ୍ୟରେ ପ୍ରକାଶ କରିଥିଲେ. କିନ୍ତୁ କଂଗ୍ରେସ ର ଟିକଟ ଆଶାୟୀ ପ୍ରାର୍ଥୀ କେତକ ଠିକା ନେତାଙ୍କୁ ନେଇ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଚଲେଇ ଥିବାର ଜନ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଥିବାର ଜଣାଯାଇଛି. ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ବିଜେଡି ସେତେ ଗୁରତର ଭାବରେ ବିଭିନ୍ନ କାର୍ଯ୍ୟ କ୍ରମ ସହ ସିରକାରଙ୍କ ଯୋଜନା ଗୁଡିକୁ ଲୋକ ଲୋଚକୁ ଆଣି ବାରେ ସକ୍ଷମ ହେଉଛନ୍ତି ବୋଲି ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

କଲ୍ୟାଣ ମଣ୍ଡପ ଠାରେ ବିଜେଡିର ସାଙ୍ଗଠନିକ ବୈଠକ କୋରାପୁଟ ଜ଼ିଲ୍ଲା କୋଟପାଡ଼ କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି.ଏହି ବୈଠକ...

Read MoreRead more about କଲ୍ୟାଣ ମଣ୍ଡପ ଠାରେ ବିଜେଡିର ସାଙ୍ଗଠନିକ ବୈଠକ କୋରାପୁଟ ଜ଼ିଲ୍ଲା କୋଟପାଡ଼ କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି.ଏହି ବୈଠକ ରେ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ କ୍ରମ ଗୁଡିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଆଗାମୀ ସାଧାରଣ ନିର୍ବାଚନ ରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ମଞ୍ଚସୀନ ଅତିଥି ମାନେ କର୍ମୀଙ୍କୁ ପରାମର୍ଶ ପ୍ରଦାନ କରି ଥିଲେ. ଜ଼ିଲ୍ଲା ସଭାପତି ଶ୍ରୀ ଝିନ୍ନ ହିକ୍କା. କେପଟନ ଦିବ୍ୟସଙ୍କର ମିଶ୍ର. ରାଜ୍ୟ ସମ୍ପାଦକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ. ଜ଼ିଲ୍ଲା ପରିଷଦ ଉପା ଧକ୍ଷ ରାଧା ଗୋବିନ୍ଦ ସାମନ୍ତରାୟ ,ଏସଡିସି ଅଧକ୍ଷ ଚନ୍ଦ୍ର ଶେଖର ମାଝୀ. ସ୍ଥାନୀୟ ବିଧାୟକା ଶ୍ରୀମତୀ ପଦ୍ମିନୀ ଦିଆନ. ଟାଉନ ସଭାପତି ଅରିଫ ପଟେଲ. ପଦ୍ମନ ବିଶୋଇ. ବ୍ଲକ ସଭାପତି. ଗୋପାଳ ଲାଲ ସିଂ ଦେଉ. ମୋହମ୍ମଦ ସଲିମ. ତ୍ରିପତି ଚାଲାଣ. ଗୀତା ମାଝୀ,ସାଙ୍ଗଠନିକ ସମ୍ପାଦକ ଙ୍କ ପ୍ରତିନିଧି ପ୍ରକାଶ ମହାନ୍ତି. ଯୁବ ସଭାପତି ଶ୍ରୀମନ୍ତ ପଣ୍ଡା ବ୍ଲକ ଉପାଧକ୍ଷ ତପନ ପାଣିଗ୍ରାହୀ. ସାଗର ପାତ୍ର. ଯୁବ ସଂଘଠକ ଶିବ ପଟ୍ଟନାୟକ. ଙ୍କ ସମେତ ବହୁ କର୍ମୀ ଓ ନେତା ଉପସ୍ଥିତ ଥିବାର ଜଣା ଯାଇଛି I ଅନ୍ୟ ପକ୍ଷରେ ବିଜେପି ର ମଧ୍ୟ ରବିବାର ଦିନ ବିରାଟ ସଭା ସେହି ସ୍ଥାନରେ ଅନୁଷ୍ଠିତ ହୋଇ ଯାଇଛି. ରାଜ୍ୟ ସଭାପତି ମନମୋହନ ସାମଲ ଏଥର 2024ରେ ମଧ୍ୟ ରାଜ୍ୟ ଏବଂ କେନ୍ଦ୍ର ରେ ବିଜେପି ସରକାର ଗଠନ କରିବ ବୋଲି ତାଙ୍କ ବୋକ୍ତ୍ୟବ୍ୟରେ ପ୍ରକାଶ କରିଥିଲେ. କିନ୍ତୁ କଂଗ୍ରେସ ର ଟିକଟ ଆଶାୟୀ ପ୍ରାର୍ଥୀ କେତକ ଠିକା ନେତାଙ୍କୁ ନେଇ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଚଲେଇ ଥିବାର ଜନ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଥିବାର ଜଣାଯାଇଛି. ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ବିଜେଡି ସେତେ ଗୁରତର ଭାବରେ ବିଭିନ୍ନ କାର୍ଯ୍ୟ କ୍ରମ ସହ ସିରକାରଙ୍କ ଯୋଜନା ଗୁଡିକୁ ଲୋକ ଲୋଚକୁ ଆଣି ବାରେ ସକ୍ଷମ ହେଉଛନ୍ତି ବୋଲି ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

ନିଖୋଜ ନାବାଳିକା ଉଦ୍ଧାର କଲା ଗଞ୍ଜାମ ପୋଲିସ

ନିଖୋଜ ନାବାଳିକା ଉଦ୍ଧାର କଲା ଗଞ୍ଜାମ ପୋଲିସ --------------------------------------- - ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା ଗଞ୍ଜାମ ଥାନା ଅଧିନସ୍ଥ କରପଡା ପଞ୍ଚାୟତ ଅଳିଆବାଦ ଗ୍ରାମର ଜଣେ...

ଖବର ଆଜିର

ତାରିଖ ୧୮/୦୯/୨୦୨୩ ସୋମବାର । ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ପ୍ରେମଦାସା ଷ୍ଟାଡିୟମ ଷ୍ଟାଡ଼ିୟମରେ ଖେଳା ଯାଇଥିବା ଏସିଆ କପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍‌ରେ ଭାରତ...

ସାରଳା ମନ୍ଦିରର ଦୃଷ୍ଟିହିନ ସେବାୟତ ଙ୍କ ପରଲୋକ

ସାରଳା ମନ୍ଦିରର ଦୃଷ୍ଟିହିନ ସେବାୟତ ଙ୍କ ପରଲୋକ ==================== ତିର୍ତ୍ତୋଲ :-ପ୍ରସିଦ୍ଧ ଝଙ୍କଡ଼ ଶାରଳା ମନ୍ଦିରର ଦୃଷ୍ଟିହୀନ ସେବାୟତ ବାବାଜୀ ରାଉଳ (୭୨) ଙ୍କର ଗତ ବିଶ୍ଵକର୍ମା...

ଆଜିର ରାଶିଫଳ꧂

*🌼🌹꧁ ଆଜିର ରାଶିଫଳ꧂🌹🌼* *✧═════•❁❀❁•═════✧* *🌷ମେଷ🌷👉: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି...

ଗଜପତି:- ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସର’ରେ ପ୍ରଦର୍ଶିତ ହେଲା , ପିଏମ: ବିଶ୍ଵକର୍ମା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ’ର ସିଧା ପ୍ରସାରଣ

ଗଜପତି:- ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସର'ରେ ପ୍ରଦର୍ଶିତ ହେଲା , ପିଏମ: ବିଶ୍ଵକର୍ମା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ'ର ସିଧା ପ୍ରସାରଣଗଜପତି:- ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସର'ରେ ପ୍ରଦର୍ଶିତ...

ଗଜପତି:- “ମିଲେଟ୍” ପୌଷ୍ଟିକତା ର  ବିଭିନ୍ନ ଉପାଦେୟତା ସମ୍ପର୍କିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଜପତି:- "ମିଲେଟ୍" ପୌଷ୍ଟିକତା ର  ବିଭିନ୍ନ ଉପାଦେୟତା ସମ୍ପର୍କିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ । --------------------------------------------- ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ଗିରି...

ବୁଗୁଡ଼ା ଏନଏସି ପକ୍ଷରୁ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ

ବୁଗୁଡ଼ା ଏନଏସି ପକ୍ଷରୁ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ବୁଗୁଡ଼ା : ତା ୧୭/୦୯/୨୩ : ବୁଗୁଡ଼ା ଏନ୍‌ଏସି ପକ୍ଷରୁ ଆଜି ଏକ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ...