ବିଘ୍ନରାଜ ଗଣେଷଙ୍କ ପୂଜାରେ ବର୍ଷା ଛେଚିଲା, ବହୁ ଗଣେଷ ମଣ୍ଡପ ର ହାଲତ ବେହାଲ
++++++++++++++++++++ ତିର୍ତ୍ତୋଲ :--"ଖର୍ବଂ ସ୍ଥୁଳତନୁ ଗଜେନ୍ଦ୍ର ବଦନଂ ଲମ୍ବୋଦର ସୁନ୍ଦରମ୍ , ପ୍ରସ୍ୟନ୍ଦନ ମଦଗନ୍ଧଲୁବ୍ଧ ମଧୁପ ବ୍ୟାଲୋଳ-ଗଣ୍ଡସ୍ଥଳମ୍ , ଦାନ୍ତଘାତଂ ବିଦାରିତା ଚିରୁଧିରୈ ସିନ୍ଦୁରଂ ଶୋଭାକରଂ, ବନ୍ଦେ...
