September 6, 2026

ବେଗୁନିଆ ଦୁର୍ଗାପୂଜା କମିଟିର ମାଟି ଅନୁକୂଳ

IMG-20260906-WA0099
Share

 

 

ବେଗୁନିଆ( ଉପାନ୍ତ ଖବର ମାନସ ରଞ୍ଜନ କର)ଦୁର୍ଗାପୂଜା କମିଟିର ବିସାଲ ଶୋଭା ଯାତ୍ରା ରେ ଯାଇ ପଥର ଚୂଆଠାରେ ପହଞ୍ଚି ପୋରୋହିତ ଅକ୍ଷୟ କୁମାର ଦାସ କର୍ତ୍ତା ଭାବରେ ସଂପାଦକ ବିଭୂ ରଞ୍ଜନ ପଟ୍ଟନାୟକ କର୍ମ ଉପରେ ବସି ମାଟି ପୂଜନ ସାରି ମାଟି ଧରି ଦୁର୍ଗା ମନ୍ଦିରକୁ ଶୋଭାଯାତ୍ରା ସହ ମନ୍ଦିରରେ ପହଞ୍ଚିଥିଲେ ମୁଖ୍ୟଅତିଥି ଭାବରେ ବେଗୁନିଆ ତହସିଲଦାର ଆଦିତ୍ଯ ଦିପଙ୍କର ଷଡ଼ଙ୍ଗୀ, ସରପଞ୍ଚ ସତ୍ୟ ନାରାୟଣ ପ୍ରଧାନ, ଗ୍ରାମ୍ୟ କମିଟି ସଭାପତି ମାୟାଧର ମାର୍ଥା ସଂପାଦକ ଲକ୍ଷ୍ମୀକାନ୍ତ ମହାପାତ୍ର, ଦଧିବାମନ ଦେବ କମିଟିର ସଭାପତି ନିଳକଣ୍ଠ ସ୍ଵାଇଁ ପୂଜାରେ ଯୋଗ ଦେଇଥିଲେ କମିଟିର ଉପସଭାପତି କୃଷ୍ଣଚନ୍ଦ୍ର ଜୟସିଂହ, ସହ ସଂପାଦକ ଜୟଦେବ ବେହେରା,କୋଷଦକ୍ଷ ପ୍ରଭାତ କୁମାରସାହୁ, ବିଶ୍ଵନାଥ ସୁନ୍ଦରା, ଶିଶିର କୁମାର ସାହୁ, ଦୁର୍ଯ୍ୟଧନ ଯୁଝାରସିଂହ, ସନାତନ ବେହେରା,ସୁବାସ ଚନ୍ଦ୍ର ସାହୁ, ସନ୍ତୋସ କୁମାର ପଣ୍ଡା, ବସନ୍ତ କୁମାର ସାହୁ, ପ୍ରତାପ କୁମାର ପରିଡା, ଭବାନିଶଙ୍କର ଜୟସିଂହ, ସୌମ୍ୟ ରଞ୍ଜନ ସାହୁ, ସୁଦର୍ଶନ ସାହୁ, ସୁସାନ୍ତ କୁମାର ସାହୁ, ପ୍ରକାଶ କୁମାର ରାଉତ,ଶରତଚନ୍ଦ୍ର ଜେନା, ସର୍ବେଶ୍ଵର ମହାନ୍ତି,ପ୍ରଶାନ୍ତ କୁମାର ସାହୁ ଓ ୬ଟି ସାହିରଗ୍ରାମ୍ୟ କମିଟି ସଭାପତି, ସଂପାଦକ ସମସ୍ତେ ମିଶି ଶାନ୍ତିଶୃଙ୍ଖଳାର ସହିତ କାର୍ଯ୍ୟ ସାରିଥିବାରୁ ସଭାପତି ସୁସାନ୍ତ କୁମାର ସ୍ଵାଇଁ ଧନ୍ୟବାଦ ଦେଇ ଠାକୁରାଣିଙ୍କର ଆଶ୍ରିବାଦ ସମସ୍ତଙ୍କ ଉପରେ ରହୁ ବୋଲି କହିଥିଲେ