ଉମରକୋଟ ରେ ଗିରଫ୍ ହେଲେ ଡକ୍ଟର ଅନ ଲାଇନରେ ପ୍ରେମ ଅଫ ଲାଇନ୍ ରେ ଧକ୍କା ହନି ଟ୍ରାପ୍ ରେ ଫସେଇ ଯୁବତୀଙ୍କ ଠାରୁ ୩୦ ଲକ୍ଷ ଟଙ୍କା ଓ ଶାରିରୀକ ସମ୍ପର୍କ ରଖିଥିଲେ…………
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଜଣେ ଯୁବତୀର ଅସହାୟତା ର ସୁଯୋଗ ନେଇ ତାକୁ ଅନ ଲାଇନରେ ପ୍ରେମ ଭିକ୍ଷା କରି, ପରେ ପ୍ରେମ କରି ଶାରିରୀକ ସମ୍ପର୍କ...
