ସ୍ୱଚ୍ଛ କୋରାପୁଟ ପାଇଁ ୩୦୦ ଜଣଙ୍କ ସମୂହ ଉଦ୍ୟମ-ରାଲି, ସଫେଇ ଅଭିଯାନ ସହ ପରିବେଶ ସୁରକ୍ଷା ନେଇ ସଚେତନତା
କୋରାପୁଟ-୦୭.୦୯.୨୦୨୬: ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଓ ପରିବେଶ ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କୋରାପୁଟରେ ଆଜି ସାମୂହିକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଛି। ପରିବେଶ...
