ଗଜପତି ଜିଲ୍ଲାରେ ଶାନ୍ତିଶୃଙ୍ଖଳା ପ୍ରତିଷ୍ଠା ପାଇଁ ନୂତନ ଏସପିଙ୍କ ନିର୍ଦେଶରେ ପେଟ୍ରୋଲିଂ ଓ ଯାଞ୍ଚ ବ୍ୟବସ୍ଥାକୁ କଡାକଡ଼ି କରାଗଲା
ପାରଳାଖେମୁଣ୍ଡି୨/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ଜନସାଧାରଣଙ୍କ ସୁରକ୍ଷା, ଶାନ୍ତି ପ୍ରତିଷ୍ଠା ଏବଂ ଅପରାଧ ରୋକିବା ପାଇଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା...
