September 28, 2026

upanta odisha

ମୋହନା ବ୍ଲକ ଲିଲିଗଡ ପଞ୍ଚାୟତ ରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ …..

ଗଜପତି ଜିଲ୍ଲା ମୋହନା ବ୍ଲକର ଲିଳିଗଡ ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ...

ମୋହନାରେ ଜଗନ୍ନାଥଙ୍କ ଅର୍ପଣ ରଥ ଙ୍କୁ ସ୍ବାଗତ ସହ ଶୁଭାରମ୍ଭ କଲେ ଗଜପତି ଜିଲ୍ଲାପାଳ ….

ଜିରlଙ୍ଗ ବୌଦ୍ଧ ମନ୍ଦିରରେ ଜଗନ୍ନାଥ ରଥକୁ ସ୍ବାଗତ….

ମୋହନା,ଗଜପତି ଜିଲ୍ଲା ମୋହନା ବ୍ଲକ ଜିରlଙ୍ଗ ବୌଦ୍ଧ ମନ୍ଦିରରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ଶ୍ରୀ ଜଗନ୍ନାଥ ରଥ କୁ ଭବ୍ୟ ସ୍ୱାଗତ କରlଯାଇଛି...

ଆଜିର ଖବର…

ମୁଖ୍ୟ ୧-ସ୍ପଷ୍ଟ ଅକ୍ଷରରେ ଡାକ୍ତରମାନେ ପ୍ରେସକ୍ରିପସନ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଲେଖିବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ୨-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଗାଁ ଗାଁରେ ବୁଲୁଛି...

ଲୋଚାପଡାରେ ବିଜେଡ଼ିର କର୍ମୀ ସମ୍ମିଳନୀ…

କୁକୁଡାଖଣ୍ଡି ବ୍ଲକ ଅଧିନରେ ଥିବା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଲୋଚାପଡା ଗ୍ରାମରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବଡ଼ସାହି ବଦ୍ଯ...

ଆଜିର ରାଶିଫଳ…

✧═════•❁❀❁•═════✧ 🌹ମେଷ🌹👉ଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ...

ଗ୍ରାମ ପଞ୍ଚୟତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବୈଠକ….

କୁକୁଡ଼ାଖଣ୍ଡି ବ୍ଲକର ୨୨ ଗୋଟି ପଞ୍ଚାୟତର ସମସ୍ତ କର୍ମଚାରୀଙ୍କୁ ନେଇ ରବିବାର ଦିନ ସମୟ ୧୧ ଘଣ୍ଟା ସମୟରେ ମା ବୁଡ଼ିଘରା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଏକ...

କୁକୁଡାଖଣ୍ଡିରେ କିଶୋରୀ ମେଳା ଅନୁଷ୍ଠିତ….

କୁକୁଡାଖଣ୍ଡି ବିଜୁ ପଟ୍ଟନାୟକ ବାଳିକା ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଶନିବାର ଦିନ ମୁଖ୍ୟ ମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା ସୋପାନ ରେ କିଶୋରୀ ମେଳା...

ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର….

ବୁଗୁଡ଼ା :  ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ସୌଜନ୍ୟରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି ।...

ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱlରା ରକ୍ତଦାନ ଶିବିର ଅନୁଷ୍ଠିତ….

ପାରାଦୀପ ର ଅଗ୍ରୀମ ସ୍ୱେଛାସେବି ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ , ଓ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱlରା ଏକ ରକ୍ତଦାନ ଶିବିର କୁଜଙ୍ଗ ସୂଚନା ଭବନ...