June 18, 2026

ଜିରlଙ୍ଗ ବୌଦ୍ଧ ମନ୍ଦିରରେ ଜଗନ୍ନାଥ ରଥକୁ ସ୍ବାଗତ….

yhfy
Share


ମୋହନା,ଗଜପତି ଜିଲ୍ଲା ମୋହନା ବ୍ଲକ ଜିରlଙ୍ଗ ବୌଦ୍ଧ ମନ୍ଦିରରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ଶ୍ରୀ ଜଗନ୍ନାଥ ରଥ କୁ ଭବ୍ୟ ସ୍ୱାଗତ କରlଯାଇଛି l ବୌଦ୍ଧ ମନ୍ଦିରରେ ମୁଖ୍ୟ ଗୁରୁଜୀ ଖେନପ ପିମା ଅମ୍ଫେଲ ଙ୍କ ନେତୃତ୍ୱରେ ତିବତୀୟ ବୌଦ୍ଧ ଭିକ୍ଷୁକ ମାନେ ପାରମ୍ପାରିକ ରାତିରେ ସ୍ବାଗତ କରିଥିଲେ l ଏହାପରେ ଶ୍ରୀ ଜଗନ୍ନାଥ ରଥ ଚନ୍ଦ୍ରଗିରି ଅଞ୍ଚଳ ପରିକ୍ରମା କରିଛି l ଏହି ଅବସରରେ ମୋହନା ବିଡ଼ିଓ ହଳଧର ଶବରଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l

You may have missed