May 19, 2024

Day: January 28, 2024

“ପ୍ରାଥମିକ ଶିକ୍ଷା ର ବିକାଶ ରେ ଶିକ୍ଷଣ ସାମଗ୍ରୀ ର ଭୂମିକା ଅତୁଳନୀୟ “…

    ଉମରକୋଟ - ସମ୍ପ୍ରତି କରୋନା ମହାମାରୀ ପରଠାରୁ କେବଳ ଭାରତ ନୁହେଁ ସମଗ୍ର ବିଶ୍ବ ରେ ଶିକ୍ଷା ବ୍ୟବସ୍ଥା ରେ ଶିଥିଳତା ଦେଖା ଦେଇଛି...

ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ…

  ଉମରକୋଟ ସହରସ୍ଥିତ ଡିଏନକେ ମିନି ଷ୍ଟାଡିୟମ ଠାରେ ୭୫ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ଉପଜିଲାପାଳ...

ନିୟୁ ଏରା ପବ୍ଲିକ୍ ସ୍କୁଲର ବାର୍ଷିକୋତ୍ସବ…

ବୁଗୁଡ଼ା : ସ୍ଥାନୀୟ ନିୟୁ ଏରା ପବ୍ଲିକ ସ୍କୁଲର ୨୩ତମ ବାର୍ଷିକ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ସଭାପତି କାଳୀ ଚରଣ ଦାଶଙ୍କ ପୌରହିତ୍ଯରେ...

ଶିଳ୍ପୀ ଡ଼କ୍ଟର ସ୍ଥିତଧୀ ରଥ ସମ୍ବର୍ଦ୍ଧିତ…

  ବୁଗୁଡା ,ବୁଗୁଡାର ଆନ୍ତର୍ଜାତିକ ଚିତ୍ରଶିଳ୍ପୀ ତଥା କଳା ଗବେଷକ, ଘୁମୁସର ଗବେଷଣା ପ୍ରତିଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି । ସ୍ଥାନୀୟ ବିରଞ୍ଚି ନାରାୟଣ ମନ୍ଦିରର କାଷ୍ଠ...

ବନସୁରଭି ପ୍ରକାଶନ ପକ୍ଷରୁ ସାରସ୍ବତ ସମାରୋହ: ପ୍ରତିଭା ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ..

  ଧୋଡ୍ରା, (ନବରଙ୍ଗପୁର) -ତା୨୮.୦୧.୨୦୨୪ରିଖ ଦିନ ବନସୁରଭି ପ୍ରକାଶନ ପକ୍ଷରୁ ବଲ୍ଲଭ ରାଉତଙ୍କ ଆମନ୍ତ୍ରଣ କ୍ରମେ ଅନୁଷ୍ଠାନ ର ୩୬ତମ ବାର୍ଷିକ ଉତ୍ସବ, ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ...

ଅଚିହ୍ନା ପରମହଂସ ଦେବଙ୍କ ଦ୍ୱାଦଶ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଓ ସାଧୁମେଳା ଅନୁଷ୍ଠିତ..

ବୋଲଗଡ଼,ବିଶ୍ୱଗୁରୁ ଠାକୁର ଅଚିହ୍ନା ପରମହଂସ ଦେବଙ୍କ ରାଜସୁନାଖଳା ଗ୍ରାମ ପଞ୍ଚାୟତ ନିକଟ ଅଚିହ୍ନା ଦିବ୍ୟଜ୍ୟୋତି ଭାଗବତ ଆଶ୍ରମ ପ୍ରାଙ୍ଗଣରେ ଦ୍ୱାଦଶ ବାର୍ଷିକ ଅଷ୍ଟମ ପ୍ରହର ଅହୋରାତ୍ର ଭାଗବତ...

ପୁରୀ ଜିଲ୍ଲା ପୁରୀ ସଦର ବ୍ଲକ ବାଲିପଡ଼ା ଗ୍ରାମ ପଞ୍ଚାୟତ ଅଧୀନ ବାଙ୍ଗୁରୁବା ଗଦାଧର ପୁର ଚନ୍ଦ୍ରସେଖର ଦେବ ବିଦ୍ୟା ପିଠ ରେ ବ୍ଲୁ ହ୍ଵିଲ୍ହ ହସ୍ପିଟାଲ ଓ ( ମାନବ ସେବା ହିଁ ମାଧବ ସେବା ) ମିଳିତ ସହଯୋଗ ରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ..

                                       ...

ଅଲାରପୁର ପ୍ରିମିୟର ଲିଗ t20 ଫାଇନାଲ ମ୍ୟାଚର ଫାଇନାଲ ମ୍ୟାଚରେ ଯୋଗଦେଲେ କ୍ରୀଡାମନ୍ତୀ ତୁଷାରକାନ୍ତି ବେହେରା …

ଅଲାରନାଥ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଦ୍ଵିତୀୟ ଅଲାରପୁର ପ୍ରିମିୟମ ଲିଗ T20 2024ର ଗ୍ରାଣ୍ଡ ଫାଇନାଲ ଉର୍ତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉର୍ତ୍ସବରେ ମୁଖ୍ୟ ଅତିଥିଭାବେ...