September 28, 2026

upanta odisha

ଆଜିର ଖବର….

🌄ସକାଳର , ୦୭-ଜାନୁଆରୀ-୨୦୨୪, ରବିବାର ➡️୧-ଜାନୁଆରୀ ୨୭ରେ ହେବ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ପ୍ରକଳ୍ପର ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ...

ଗଜପତି:- ମହିଳା ମାନଙ୍କ ନିମନ୍ତେ ଆଇନ ସଚେତନତା ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ …

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ପଞ୍ଚାୟତ ପ୍ରଶିକ୍ଷଣ କେନ୍ଦ୍ର ଠାରେ ସ୍ଵାତୀ ଅନୁଷ୍ଠାନ ପକ୍ଷ'ରୁ ଓ ୟୁଏସ: କନସୁଲେଟ୍ ଜେନେରାଲ ହାଇଦ୍ରାବାଦ ସହାୟତା'ରେ ମହିଳା ମାନଙ୍କ ନିମନ୍ତେ...

ଆଜିର ରାଶିଫଳ

🌹👉ମେଷ👉ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ...

ଓଜନ ଉତ୍ସବ କାର୍ଯ୍ୟକ୍ରମ ଅଙ୍ଗନବାଡି କେନ୍ଦ୍ର ରେ ଆରମ୍ଭ….

    ଗଞ୍ଜାମ ସହର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଓଜନ ଉଛବ କାର୍ଯ୍ୟକ୍ରମ ଆରମ୍ଭ ହେଇ ଯାଇଛି l 3ନମ୍ବର ୱାର୍ଡ ସ୍ଥିତ ଆଖଡ଼ାବନ୍ଧ ସାହି...

ପୂର୍ବତନ ସରପଞ୍ଚଙ୍କ ବିଜେଡି ଛାଡି କଂଗ୍ରେସ ରେ ଯୋଗଦାନ…

  କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଛତରଲା ପଞ୍ଚାୟତ ବିଜୁ ଜନତା ଦଳର ପୂର୍ବତନ ସରପଞ୍ଚ ଶ୍ରୀ ପ୍ରଫୁଲ୍ଲ କୁମାର ଦୁରୁଆ ଆଜି କଂଗ୍ରେସ ଦଳରେ ଯୋଗଦାନ...

ବରିଷ୍ଠ ଆଇନଜୀବୀ ବିଜୟ କୁମାର ଜେନାଙ୍କ ଦେହାନ୍ତ…

ବୁଗୁଡ଼ା :  ବୁଗୁଡ଼ା ଅଞ୍ଚଳର ଜଣାଶୁଣା ବରିଷ୍ଠ ଆଇନଜୀବୀ ବିଜୟ କୁମାର ଜେନା(୭୬)ଙ୍କୁ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଶାରୀରିକ ଅସୁସ୍ଥତା ଯୋଗୁଁ...

ଓଡିଶା ଡ୍ରାଇଭର ମହାସଂଘ ର ଦେଶ ବ୍ୟାପି ଷ୍ଟେରିଂ ଛାଡ଼ ଆନ୍ଦୋଳନକୁ ରଣପୁର ରେ ସି ଆଇ ଟି ୟୁ ର ଦୃଢ଼ ସମର୍ଥନ….

  ରଣପୁର,(ଉପାନ୍ତ ଖବର): କେନ୍ଦ୍ର ମୋଦୀ ସରକାରଙ୍କ ଭାରତ ନ୍ୟାୟ ସଂହିତା--୨୦୨୩ କଳା କାନୁନୁ ତୁରନ୍ତ ପ୍ରତ୍ୟାହାର ଦାବୀରେ ଓଡିଶା ଡ୍ରାଇଭର ମହା ସଂଘର ରାଜ୍ୟ ବ୍ୟାପି...

ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ….

ବୁଗୁଡା :  ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ବୁଗୁଡ଼ା ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ଯ...