ଉମରକୋଟ ବ୍ଲକ ଅନ୍ତର୍ଗତ କେନ୍ଦୁଘାଟ ଗ୍ରାମରେ ଝାଡ଼ା ବାନ୍ତି ଓ ଜ୍ଵର ବାପିବା ରୁ ତୃତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ, ୨୦ ରୁ ଅଧିକ ଆକ୍ରାନ୍ତ,୯ ଜଣ ହସ୍ପିଟାଲରେ ଭର୍ତ୍ତି,କାରଣ ଅସ୍ପଷ୍ଟ……….
ଉମରକୋଟ(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ସବୁ ଠାରୁ ଦୁର୍ଗମ ଗ୍ରାମ ପଞ୍ଚାୟତ ଭାବେ ପରିଚିତ ତହର। ଗ୍ରାମ ପଞ୍ଚାୟତର କେନ୍ଦୁଘାଟ ଗ୍ରାମ...
