ସିଜିମାଳି (ରାୟଗଡ଼ା), ପାଟଣା(କେନ୍ଦୁଝର), ଲାଞ୍ଜିବେୟାଁ(ସୁନ୍ଦରଗଡ଼) ସମେତ ରାଜ୍ୟରେ ସର୍ବତ୍ର କମ୍ପାନୀ ସ୍ୱାର୍ଥରେ ଜମି ଅଧିଗ୍ରହଣ ଓ ପୋଲିସର ଦମନ ବିରୁଦ୍ଧରେ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ..
ସିଜିମାଳି (ରାୟଗଡ଼ା), ପାଟଣା(କେନ୍ଦୁଝର), ଲାଞ୍ଜିବେର୍ଣ୍ଣା (ସୁନ୍ଦରଗଡ଼) ସମେତ ରାଜ୍ୟରେ ସର୍ବତ୍ର କମ୍ପାନୀ ସ୍ୱାର୍ଥରେ ଜମି ଅଧିଗ୍ରହଣ ଓ ପୋଲିସର ଦମନ ବିରୁଦ୍ଧରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ),ସିପିଆଇ(ଏମଏଲ) , ସିପିଆଇ(ଏମଏଲ)...
