April 24, 2026

ଭଞ୍ଜନଗର ରେ ସେକ୍ସ ରାକେଟ ଠାବ ୬ ଗିରଫ

IMG-20260417-WA0010
Share

 

ଗଞ୍ଜାମ ଭଞ୍ଜନଗର ଥାନା ସଙ୍ଖ ସାହି ଅଞ୍ଚଳରୁ ସେକ୍ସ ରାକେଟ ଠାବ । କିଙ୍ଗପିଙ୍ଗ ସହିତ ୬ଗିରଫ ସମସ୍ତ ଅଭିଯୁକ୍ତ ଭଞ୍ଜନଗର ଅଞ୍ଚଳର ହୋଇଥିବା ବେଳେ ଦେହ ଯିବି ଜଣକ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ଜଣାପଡ଼ିଛି । କିଛିଦିନ ଧରି ସଙ୍ଖ ସାହି ଅଞ୍ଚଳରେ ଦେହ ବ୍ୟବସାୟ ଚଳାଇଥିଲା । ଆଜି ଭୋର ସମୟରେ ଖବର ପାଇ ପୁଲିସ ଅତର୍କିତ ଭାବରେ ଚଢାଉ କରିଥିଲା । ଜଣେ ଦେହ ଯିବି ଙ୍କ ସହିତ ପାଞ୍ଚଜଣ ଯୁବକଙ୍କୁ ଗୋଟିଏ ଘରୁ ପୋଲିସ୍ ଗିରଫ କରିଛି । ଜଣେ କିନ୍ନର ଏହି ରାକେଟ ଚଳାଉଥିବା ତଦନ୍ତରୁ ଜଣାପଡ଼ିଛି । ଘଟଣାରେ ଦେହ ଯିବି ଙ୍କ ସମେତ ଛଅ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି ।

ବେଲଗୁଣ୍ଠା : (ଉପାନ୍ତ ଖବର ) ସୁକାନ୍ତ କୁମାର ନାୟକ ଙ୍କ ରିପୋର୍ଟ