April 24, 2026

ବିଜୁ ପଟ୍ଟନାୟକଙ୍କ 29 ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

IMG-20260417-WA0019
Share

      ପ୍ରବାଦ ପୁରୁଷ,ମହାନ ଜନନାୟକ ତଥା କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ 29 ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଆଜି ବିଜୁ ଜନତା ଦଳର କୁଜଙ୍ଗ ବ୍ଲକ ସଭାପତି ମନିନ୍ଦ୍ର ଗୁରୁ ଙ୍କ ନେତୃତ୍ବରେ କୁଜଙ୍ଗ ବଜାର ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ବିଜୁ ଜନତା ଦଳ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀଙ୍କୁ ଫଳ ବାଣ୍ଟିଥିଲେ। ଏଥିରେ ରଘୁନାଥ ସାହୁ, ପିତାମ୍ବର ତାରାଇ, ବିଜୟ କୁମାର ଷଡ଼ଙ୍ଗୀ, ପ୍ରଫୁଲ୍ଲ ପରିଡା, ମାନସ ପରିଡା, ନୃସିଂହ ଜେନା, ସୌଭାଗ୍ୟ ବିଶ୍ଵାଳ, ସଞ୍ଜୟ ସ୍ୱାଇଁ, ଶ୍ରୀଧର ସ୍ୱାଇଁ,ପ୍ରମୁଖ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ। (ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed