October 31, 2026

ବାବେବିରା ଉଚ୍ଚ ବିଦ୍ୟାଳୟ ରେ ରାଷ୍ଟ୍ରୀୟ ଏକତା ଦିବସ ..

IMG-20261031-WA0083
Share

 

 

ବରଗଡ, (ସୁରେନ୍ଦ୍ର କଠାର)

ଦେଶର ଏକତା ଓ ଅଖଣ୍ଡତାକୁ ମନେ ପକାଇବା ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ପାଳନ ସହ ରାଷ୍ଚ୍ରିୟୀ ଏକତା ଦିବସ ପାଳନ ହୋଇ ଯାଇଛି I ସ୍କୁଲର ପ୍ରଧାନଶିକ୍ଷକ ଅମୃତ କୁମାର ବାରିକ , ଖେଳ ଶିକ୍ଷକ ସୁଦିପ୍ତ ସାହୁ , ଶିକ୍ଷକ ମୁକେଶ ଭୁସାଗର ,ଶିକ୍ଷକ ସୌମ୍ୟରଞ୍ଜନ ନାଏକ ଲୌହ ମାନବ ଙ୍କ ଜୀବନୀ ଓ ଅଖଣ୍ଡ ଭାରତ ପରିକଳ୍ପନା ଉପରେ ଚର୍ଚ୍ଚା କରି କହିଥିଲେ ଯେ ସର୍ଦ୍ଦାର ପଟେଲକୁଂ ଲୌହ ପୁରୁଷ କୁହାଯାଏ |ସେ ଦେଶ ସ୍ବାଧିନ ହେବା ପରେ ୫୬୨ଟି ଛୋଟ ଛୋଟ ରାଜ୍ୟକୁ ମିଶାଇ ଗୋଟିଏ ଭାରତ କରିଥିଲେ |ତାଂକ ଏହି ଏକତା କାର୍ଯ୍ୟକୁ ମନେ ପକାଇବା ପାଇଁ ୨୦୧୪ରୁ ସରକାର ଏହି ଦିବସ ପାଳନ କରୁଛନ୍ତି |ଆମେ ଓଡିଆ,ବିହାରୀ ,ମରାଠୀ,ତାମିଲ ହେଲେ ବି ଆମେ ସମସ୍ତେ ଗୋଟିଏ ଭାରତୀୟ ଏହି ଭାବନକୁ ମଜବୁତ କରିବା ଦିନ ହେଉଛି ରାଷ୍ଟ୍ରିୟ ଏକତା ଦିବସ |