October 26, 2026

ଜଗଦଳପୁର ଦଶହରା ବିସ୍ୱ ବିଖ୍ୟାତ ହୋଇଥିବା ବେଳେ ଚଳିତ ବର୍ଷ ଦଶହରା ପୂଜାରେ ପନକା ସମାଜ ପ୍ରତି ଅଣଦେଖାକୁ ନେଇ ସମାଜରେ ଅସନ୍ତୋଷ

IMG-20261025-WA0105
Share

 

କୋଷଗୁମୁଡା (ଦୟାରlମ ପନକା ) ନବରଙ୍ଗପୁର ଜିଲ୍ଲା ର କୋଷଗୁମୁଡା ବ୍ଲକ ହୋଉଛି ସୀମାନ୍ତ ଛତିଶଗଡ଼ ଅଞ୍ଚଳର କଳାସଂସ୍କୃତି ପରମ୍ପରା ସବୁକିଛି କହିଲେ ଅତ୍ଯୁକ୍ତି ହବନାହିଁ କିନ୍ତୁ ଚଳିତ ଦଶହରା ପୂଜା ରେ ଜଗଦଳପୁର ଠାରେ ରାଷ୍ଟ୍ର ପତିଙ୍କ ଗସ୍ତ ସମୟରେ ପନକା ସମାଜ ପ୍ରତି ଅଣ ଦେଖା କରାଯାଇଥିବାରୁ ସମାଜରେ ଅସନ୍ତୋଷ ଆରମ୍ଭ ହୋଇଥିବା ଦେଖା ଦେଇଛି lଓଡ଼ିଶାରେ ଜଗନ୍ନାଥ ଙ୍କ ପ୍ରତି ଅସ୍ଥାବିଶ୍ୱାସ ପୁରୀରାଜାଙ୍କର ରହିଥିବା ବେଳେ ଜଗଦଳପୁର ମଁl ଦନ୍ତେଶ୍ୱରୀ ଙ୍କର ରାଜପରିବାର ସହଦେବୀଙ୍କ ଅତିଘନିଷ୍ଠତା ଥିବା ଅଞ୍ଚବାସୀ ଙ୍କର ହୃଦୟ ସହ ବିଶ୍ୱାସ କରିଥାନ୍ତି,ଭାରତର କୋଣଅନୁକୋଣରେ ଦଶାହରl ମା ଦୁର୍ଗା ଙ୍କର ପ୍ରତିମୂର୍ତ୍ତି ପୂଜାକରିବା ପରମ୍ପରା ରହି ଥିଲାବେଳେ ବସ୍ତର ଜଗଦଳପୁର ଠାରେ ବିନାପ୍ରତିମୂର୍ତ୍ତି ସହ ମଁl ଦନ୍ତେସ୍ୱରୀ ନିଜର ମନ୍ଦିର ରେ ରହି ପୂଜାପାଉଥିବା ଦେଖିବାକୁ ମିଳିଥିବା ବେଳେ ନୂତନ ରଥଯାତ୍ରା ପ୍ରତିବର୍ଷ ହୋଇଥାଏ, ମଁl ଦନତେୱରୀ ରାଜାଙ୍କ ସହିତ ନୂଆଖାଇବା ଅନେକ ପ୍ରକାର ପରମ୍ପୋରା଼ ରହିଥିବା ଦେଖିବାକୁ ମିଳିଥାଏ,କିନ୍ତୁ ସେହିସବୁ କାର୍ଯ କଳାପ କିପରି ରୂପେ ପରିଚାଳନା ହୋଇପାରବ ତାହା ଏକ ନାବାଳିକା କନ୍ୟାପ୍ରତି ଦେବିନିଜେ ବିରାଜିତ ହୋଇଥାନ୍ତି ଏବଂ ଆଶୀର୍ବାଦ ସ୍ୱରୂପ ରାଜପରିବାରଙ୍କୁ ଆଦେଶ ଦେଇଥାନ୍ତି , 9 ଦିନ ପର୍ଯ୍ୟନ୍ତ ସେଇନାବାଳିକା ନଖାଇ ନଶୁଇ ମଁlଙ୍କର ଅସ୍ଥାବିଶ୍ୱାସ ସହ ଗୋଟିଏ ଜାଗାରେ ବସିରହିବା ଦେଖିବାକୁ ମିଳିଥାଏ,କିନ୍ତୁ ଏହା ପ୍ରାଚୀନ କାଳ ଏକ ପରମ୍ପରା ଅନୁସାରେ ପନକା ସମାଜରେ ଥିବା ନାବାଳିକା ଙ୍କ ପ୍ରତି ଦେବୀଙ୍କର ଅସ୍ଥାନ ହେବl ସାତଶହ ବର୍ଷର ପରୁଣା ନିୟମ ଭାବରେଲୋକେ ବିଶ୍ୱାସ କରିଥିବା ଜଣାଯାଇଛି, l ଏଇବର୍ଷ ମହାମୟୀ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଡ଼ି ମୁର୍ମୁ ବହୁଶ୍ରଦ୍ଧାର ସହ ଜଗଦଳପୁର ବସ୍ତର ଆଦିବାସୀ ଦଶହରା ଡେଖିବା ପାଇଁ ଆସିଥିବା ଜଣାଯାଇଥିଲା, l କିନ୍ତୁ ସେଇସମୟରେ ମୋହlମୟୀ

ରାଷ୍ଟ୍ରପତି ଦେବୀଙ୍କୁ ଦର୍ଶନ କରିବା ଆଉ ଆଦିବାସୀ ଦଶାହରl ଅନେକ ବିଷୟ ପ୍ରତିଆକୃଷ୍ଟ ହୋଇଥିବା ଏବଂ ଦେଖିବାକୁ ମିଳିଥିଲା ସେଇ ସମୟରେ କିଛିଲୋକେ ଅନ୍ୟ ନାବାଳିକାଙ୍କୁ ମହାମାଇମ ଙ୍କ ସହ ସାକ୍ଷାତ କରାଇଥିବା କଥା ପନକା ସମାଜରେଥିବା ସମସ୍ତଙ୍କୁ ଆଘାତ ଏବଂ ଦୁଃଖିତ କରିଥିବା ଜଣାଯାଇଛି,ପୋଡ଼ସୀ ରାଜ୍ୟ ଓଡ଼ିଶାରେ ବସବାସ କରୁଥିବା ପାନକl ସମାଜସହିତ ଯୋଡିତ ଥିବା କିଛି ବୟସ୍କ, ବୁଦ୍ଧି ଜୀବି ଏଇ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବାର ଜଣାଯାଇଛି l

You may have missed