September 6, 2026

ପୁରପଲ୍ଲୀରେ ଜନ୍ମାଷ୍ଟମୀ ଉତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଛି

IMG-20260905-WA0012
Share

 

ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଉତ୍ସବ କେବଳ ପୁରୀଜିଲ୍ଲା ନୁହେଁ ସାରା ଭାରତ ବର୍ଷର ପୁରପଲ୍ଲୀରେ ମହାଡମ୍ବରରେ ପାଳନ କରାଯାଇଛି l ବିଭିନ୍ନ ମଠମନ୍ଦିର ରେ ଭିନ୍ନ ଭିନ୍ନ ଢଙ୍ଗରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ, ନନ୍ଦଉତ୍ସବ, ପୁତନା ବଧ, ସକଟାଶୁର ବଧ ଏବଂ କଂସ ବଧ ଇତ୍ୟାଦି ପାଳନ କରାଯଉଛି l ଏହା ଉପରେ ନିଜର ମତାମତ ଦେଇଛନ୍ତି ଭକ୍ତିଅର୍ଘ୍ୟର ପ୍ରତିଷ୍ଠାତା,ପୂର୍ଣ୍ଣଚନ୍ଦ୍ର ଫାଉଣ୍ଡେସନ ର ଚେୟାରମ୍ୟାନ ତଥା ଆଡଭୋକେଟ ପୂର୍ଣ୍ଣଚନ୍ଦ୍ର ଦାସ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l