September 6, 2026

ଗୁରୁ ପୂଜନ ଓ ଗୁରୁ ସମ୍ମାନ ଉତ୍ସବରେ ବସନ୍ତ କୁମାର ପ୍ରହରାଜଙ୍କୁ ସମ୍ମାନୀତ

IMG-20260906-WA0053
Share

 

ବେଗୁନିଆ ବ୍କକ( ଉପାନ୍ତ ଖବର ମାନସ ରଞ୍ଜନ କର) ବସନ୍ତ କୁମାର ପ୍ରହରାଜ( ପିତା ୰ଅନନ୍ତ ଚରଣ ପ୍ରହରାଜ ମାତା ୰ ପଦ୍ମାବତି ପ୍ରହରାଜ) ରାମଚଣ୍ଡି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କୁଗୁରୁ ପୂଜନ ଗୁରୁ ସମ୍ମାନରେ ପ୍ରାଥମିକ ଶିକ୍ଷକସଂଘ ବେଗୁନିଆ କ୍ଳବ ତରଫରୁ ସମ୍ମାନୀତ କରାଯାଇଛି ସେ ଜଣେଆଦର୍ଶ ପରିବାରରେ ଜନ୍ମଗ୍ରହଣ କରିଥିଲେ ତାଙ୍କର ପିତା ଜଣେ ଆଦର୍ଶ ଶିକ୍ଷକ ଓ ରାଜ୍ୟପାଳ ପୁରସ୍କାର ପାଇଥିଲେ ବସନ୍ତ କୁମାର ପ୍ରହରାଜ ଜଣେ ଆଦର୍ଶ, ଶାନ୍ତ, ସରଳ, ସମାଯୁନୁବର୍ତ୍ତୀ, ବନ୍ଧୁ ପ୍ରେମି, ଛାତ୍ର ବତ୍ସଳ କମିଟିର ସଭ୍ୟ ସଭ୍ୟା, ଅଭିଭାବକ ତଥା ଗ୍ରାମବାସି ଆପଣଙ୍କର ଚୁମ୍ବକିୟ ବ୍ୟବହାରରେ ମନ୍ତ୍ରମୁଗ୍ଧ ସମର୍ପିତ ସାଧନର ସୁନେଲି ସ୍ପର୍ଶରେ ଶିକ୍ଷା ସାବରମତିକୁ ନୀରଳସ, ତିତିକ୍ଷାବନ୍ତ ତଥା ସଙ୍କଳ୍ପ ସିଦ୍ଧ ସେବା ଦେଇ ସାଜିଛନ୍ତି ଏକାତି ପାଇଁ ମାର୍ମିକ ମୁଖବନ୍ଧ ହେ ଶିକ୍ଷା ସାରଥି