July 11, 2026
ajiro khabar
Share

 

 

୧-ଭୁବନେଶ୍ୱର:ଆଜି ଆସିବ ବିଏଡ୍ ପ୍ରବେଶିକା ପରୀକ୍ଷା ଫଳ,ସିପିଇଟି ରେଜଲ୍ଟ ପ୍ରକାଶ ପାଇଛି।

 

୨-ଶ୍ରୀଜଗନ୍ନାଥଙ୍କ ଜମି ସୁରକ୍ଷାରେ ବଡ଼ ସଫଳତା; ସତ୍ୟବାଦୀର ୬୯୩ ଏକରରୁ ଅଧିକ ଜମିର ହେଲା ରେକର୍ଡ ସଂଶୋଧନ।

 

୩-ସମ୍ବଲପୁର:ପ୍ରଥମରେ ଦିନରେ ହୀରାକୁଦ ଜଳଭଣ୍ଡାରର ଖୋଲିଲା ୧୦ ଗେଟ୍।

 

୪-ପୂର୍ବ ଭାରତର ‘ମେରିନ୍ ହବ୍’ ହେବ ଓଡ଼ିଶା, ନିଯୁକ୍ତ ହେବ ୧୫୦ଟି ନୂତନ ମାଛଧରା ଜାହାଜ, ୫୦୦ଟି ହେବ ଆଧୁନିକୀକରଣ: ମୁଖ୍ୟମନ୍ତ୍ରୀ।

 

୫-ଆଜି ମୁଣ୍ଡଳୀରେ ପହଞ୍ଚିଯିବ ବନ୍ୟାଜଳ, ମହାନଦୀକୁ ଓହ୍ଲାଇବା ଓ ସେଲ୍ ଫି କୁ ରହିଛି କଟକଣା।

 

୬-୨୦୨୭ ପଞ୍ଚାୟତ-ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍; ଜୁଲାଇ ୨୧ରେ ହାଇଲେଭଲ୍ ବୈଠକ, ଘରକୁ ଘର ସର୍ଭେରେ ପ୍ରସ୍ତୁତ ହେବ ଭୋଟର ତାଲିକା।

 

୭-ଭୁବନେଶ୍ୱର:କାଗଜପତ୍ରରେ ବଢ଼ୁଛି ଲକ୍ଷ ଲକ୍ଷ ଗଛ, ହେଲେ କେଉଁଠି ପଡ଼ିଆ ଫାଙ୍କା ତ କେଉଁଠି ବଞ୍ଚିଛି ୮-୧୦ଟି ଗଛ।ସୋସିଆଲ ମିଡିଆରେ ଗଛ ଲଗାଇବା ଫଟୋ ପୋଷ୍ଟ ମାଳ ମାଳ।

 

୮-ମାହାଙ୍ଗାରେ ବିଜେପି କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା: ବହି ତ୍ରୁଟିକୁ ନେଇ ସାରଦା ଓ ସୁମନ୍ତଙ୍କ ଗୋଷ୍ଠୀ ହେଲେ ମୁହାଁମୁହିଁ।

 

୯-ଭଦ୍ରକ:ଅନଲାଇନ୍ ଗେମ୍ ଖେଳିବା ପରେ ପୁଅକୁ ପାରାଲେସିସ୍ ! ଖଟରୁ ଉଠୁନି, ଖାଲି ଡାକୁଛି ବାପା-ମାଆ।

 

୧୦-କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରୁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ।

 

୧୧-ଭବାନୀପାଟଣା:ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ; ଅଶାଳୀନ ବ୍ୟବହାର ଅଭିଯୋଗରେ ମଦନପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହଟିଲେ।

 

୧୨-ନାବାଳିକା ଦୁଷ୍କର୍ମ ମାମଲାରେ; ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦେଲେ ଢେଙ୍କାନାଳ ପୋକ୍ସୋ କୋର୍ଟ।

 

୧୩-ଭୁବନେଶ୍ୱର:ଓଡ଼ିଶାରେ ଆଉ ରହିବ ନାହିଁ ଆଳୁ ସମସ୍ୟା, ପଶ୍ଚିମବଙ୍ଗ ଦେଲା ବଡ଼ ଭରସା।

 

୧୪-ସ୍ତ୍ରୀକୁ ଖୁସି କରିବା ପାଇଁ ସ୍ୱାମୀ ନିଜ ବାପା-ମା’ଙ୍କ ସହ ସମ୍ପର୍କ ତୁଟାଇବା ବେଆଇନ:ମଧ୍ୟପ୍ରଦେଶ ହାଇକୋର୍ଟ।

 

୧୫-ବ୍ରିଷ୍ଟିଲ୍:୪ର୍ଥ ଟି୨୦, ଇଂଲଣ୍ଡର ସିରିଜ୍ କବଜା,ଭାରତକୁ ୯ ଓ୍ବିକେଟ୍ ରେ ହରାଇଲା।

 

୧୬-ବୋଷ୍ଟନ: ଅଷ୍ଟମ ଥର ସେମିଫାଇନାଲରେ ଫ୍ରାନ୍ସ୍, ମରକ୍କୋକୁ ୨-୦ ଗୋଲରେ ହରାଇଲା।

 

୧୭-ଇଂଲଣ୍ଡ: ଲର୍ଡସ ଗ୍ରାଉଣ୍ଡରେ ଆଜିଠୁ ଭାରତ -ଇଂଲଣ୍ଡ ମହିଳା ଟେଷ୍ଟ କ୍ରିକେଟ।

 

୧୮-ଏଥର ଶସ୍ତା ହେବ ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, କଷ୍ଟମ୍ସ ଡ୍ୟୁଟି ଉପରେ ବଡ଼ ରିହାତି ଦେଲେ କେନ୍ଦ୍ର ସରକାର।

 

୧୯-ସାରା ଦେଶକୁ କଭର କଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ: ତଥାପି ୧୦ ରାଜ୍ୟରେ ନିଅଣ୍ଟିଆ ବର୍ଷା, ଖରିଫ ଚାଷ ପ୍ରଭାବିତ।

 

୨୦-ଭାରତ–ଅଷ୍ଟ୍ରେଲିଆ ମଧ୍ୟରେ ୟୁରାନିୟମ୍ ଚୁକ୍ତି: ପ୍ରତିରକ୍ଷା, ମହାକାଶ ଓ AI କ୍ଷେତ୍ରରେ ବଢ଼ିଲା ସହଯୋଗ।

 

୨୧-ଅଷ୍ଟ୍ରେଲିଆରୁ ଭରତ ଆସିବ ୧୧ଶତାବ୍ଦୀର ଭଦ୍ରକାଳୀ, ନନ୍ଦି ଓ କାର୍ତ୍ତିକେୟଙ୍କ ମୂର୍ତ୍ତି, ଫେରସ୍ତ ଯିବ ଫାଷ୍ଟ ନେସନସ୍ ଅବଶେଷ।

 

୨୨-ନାଟୋ ସମ୍ମିଳନୀରେ ସ୍ପେନକୁ ଟ୍ରମ୍ପଙ୍କ ଭର୍ତ୍ସନା;ବାଣିଜ୍ୟ କାରବାର ବନ୍ଦ କରିବାକୁ ଦେଲେ ଧମକ।

You may have missed