July 30, 2026
IMG-20260524-WA0024
Share

 

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ଓଭର ବ୍ରିଜ କୃଷି ବିଭାଗ କାର୍ଯ୍ୟାଳୟ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଆଜି ସନ୍ଧ୍ୟାରେ ହଠାତ କାଳବୈଶାଖୀ ଜନିତ ଝଡ଼ ରେ ବଜ୍ରପାତ ଯୋଗୁଁ ୧୦ ଗୋଟି ଗୋରୁ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି। ମୃତ ଗୋରୁ ଗୁଡିକ ସଉରା ପ୍ରଧାନୀଗୁଡା ଓ ଆଖ ପାଖ ଅଞ୍ଚଳ ର ବୋଲି ଜଣାପଡିଛି।