May 20, 2026
ajiro khabar
Share

 

 

୧-ଭୁବନେଶ୍ଵର: ଆସନ୍ତାକାଲି ପ୍ରକାଶ ପାଇବ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ରେଜଲ୍ଟ।

 

୨-ଭୁବନେଶ୍ୱର:ଦିନରେ ଝାଞ୍ଜି, ରାତିରେ ବାମ୍ଫ, ଗ୍ରୀଷ୍ମ ପ୍ରବାହ ଆଉ ୧୫ ଦିନ ଛଟପଟ କରିବ ସାରା ଓଡ଼ିଶାକୁ।

 

୩-ପଞ୍ଚାୟତ ଓ ପୌର ପାଇଁ ପାଗ ଭିଡ଼ିଲା ବିଜେପି; ମନ୍ତ୍ର ଦେଲେ ମୁଖିଆ, ଫୋକସ୍‌ରେ ସଙ୍ଗଠନ।

 

୪-କଟକ:ମେ’ ୨୫ ଯାଏଁ ବଢ଼ିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍‌ଅପ୍‌ ଅବଧି।

 

୫-ଉଚ୍ଚସ୍ତରୀୟ ବୈଠକରେ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ଗାଁକୁ ଯିବ ତହସିଲ। ଆରମ୍ଭ ହେବ ‘ଆମ ଗାଁରେ ଆମ ତହସିଲ’ କାର୍ଯ୍ୟକ୍ରମ।

 

୬-ଅନଲାଇନ୍ ଔଷଧ ବିକ୍ରିକୁ ବିରୋଧ,୨୦ରେ ୨୪ ଘଣ୍ଟିଆ ସମସ୍ତ ଔଷଧ ଦୋକାନ ବନ୍ଦ ରହିବ।

 

୭-ଗୋପ:ନବବଧୂ ଆତ୍ମହତ୍ୟା ଘଟଣାରେ,ସ୍ବାମୀଙ୍କୁ କୋର୍ଟ ଚାଲାଣ କଲା ରାମଚଣ୍ଡୀ ପୁଲିସ

 

୮-ଚାଲିଛି ମୋହନ ସରକାରଙ୍କ ଦୁଇ ବର୍ଷ କାମର ହିସାବ କିତାବ; ମୁଖ୍ୟମନ୍ତ୍ରୀଙ୍କୁ ବିଭାଗର ରିପୋର୍ଟ କାର୍ଡ ଦେଉଛନ୍ତି ମନ୍ତ୍ରୀ।

 

୯-ଧର୍ମଶାଳା:ଅଧିନାୟକ ଭାବେ୧୦୦ ମ୍ୟାଚ ଖେଳିଲେ ଶ୍ରେୟସ ଆୟର।

 

୧୦-ବାଲିଅନ୍ତା ହତ୍ୟା ଘଟଣା‌ରେ ଚିହ୍ନଟ ହେଲେ ସମସ୍ତ ଅଭିଯୁକ୍ତ:କ୍ରାଇମବ୍ରାଞ୍ଚ ଡିଜି।

 

୧୧-ଗୁରୁମନ୍ତ୍ର ଦେଲେ ନୀତିନ ନବୀନ କହିଲେ ଅଳ୍ପକେ ସନ୍ତୁଷ୍ଟ ହୁଅ ନାହିଁ , କାମ କରି ଚାଲନ୍ତୁ।

 

୧୨-ଭୁବନେଶ୍ୱର,ପାତ୍ର ପଡ଼ା:ଚାଲୁନି ଆମ ବସ୍, ୪ ଦଫା ଦାବି ନେଇ ଆନ୍ଦୋଳନରେ ଡ୍ରାଇଭର।

 

୧୩-ୟୁକ୍ରେନ୍ ହମଲାରେ ଆଖିବୁଜିଲେ ଓଡ଼ିଆ ଯୁବକ, ୨ ମାସ ତଳେ ଜୀବିକା ପାଇଁ ଯାଇଥିଲେ ରୁଷ୍।

 

୧୪-IPL: ପ୍ଲେ ଅଫ୍ ରେ ହାଇଦ୍ରାବାଦ , ଚେନ୍ନାଇକୁ ୫ ଓ୍ବିକେଟ୍ ହରାଇଲା।ଆଜି ରାଜସ୍ଥାନ ଓ ଲକ୍ଷ୍ନୌ ମଧ୍ୟରେ ହେବ ମୁକାବିଲା।

 

୧୫-ମହାରାଷ୍ଟ୍ର:ବରଯାତ୍ରୀ ଗାଡ଼ି ଉପରେ ମାଡ଼ିଗଲା କଣ୍ଟେନର, ୧୩ ମୃତ।

 

୧୬-ମୁମ୍ବାଇରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ଦାଉଦ ସହଯୋଗୀ ଇକବାଲ୍ ମିର୍ଚ୍ଚି ପରିବାରର ୭୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଆଟାଚ୍।

 

୧୭-ସିଏମ୍ ଶୁଭେନ୍ଦୁଙ୍କ ବଡ଼ ନିଷ୍ପତ୍ତି, ବେଙ୍ଗଲରେ ବନ୍ଦ ହେବ ଇମାମ, ମୁଆଜ୍ଜିନ ଏବଂ ପୁରୋହିତମାନଙ୍କ ଭତ୍ତା।

 

୧୮-ବେଙ୍ଗଲରେ ଆକ୍ସନ୍ ମୋଡ୍ ରେ ସିଏମ୍ ଶୁଭେନ୍ଦୁ, ଦୁର୍ନୀତି ଏବଂ ମହିଳା ନିର୍ଯାତନାର ଯାଞ୍ଚ ପାଇଁ ଗଠନ ହେଲା କମିଶନ।

 

୧୯-ଆମେରିକାର କଟକଣା ସତ୍ତ୍ୱେ ଋଷ୍ ରୁ ତେଲ କିଣା ଜାରି ରଖିବ ରଖିବ ଭାରତ।

 

୨୦-ଆଫ୍ରିକାରେ ବଢ଼ିଲା ଇବୋଲା ଆତଙ୍କ: ଆଲର୍ଟ ମୋଡ୍‌ରେ ଭାରତ ସରକାର, ବିମାନବନ୍ଦରରେ ସ୍କ୍ରିନିଂ ଜୋରଦାର।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏