May 14, 2026
ajiro khabar
Share

 

 

୧-ଭୁବନେଶ୍ୱର: ବିଲ୍ଡିଂ ପ୍ଲାନ ଅନୁମୋଦନ ନେଇ ମନ୍ତ୍ରୀଙ୍କ ତାଗିଦ୍; ଫାଇଲ୍ ଚାପିଲେ ଦିନକୁ ୨୫୦ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

 

୨-ଓଡ଼ିଶାକୁ ପୁଣି ବାତ୍ୟା ଭୟ,ଆମେରିକା , ୟୁରୋପିଆନ୍ ମଡେଲ୍‌ରେ ବଙ୍ଗୋପସାଗରରେ ବାତ୍ୟା ନେଇ ପୂର୍ବାନୁମାନ।

 

୩-କେନ୍ଦୁଝର:କଙ୍କାଳ କାନ୍ଧେଇ ସମାଜରୁ ହୋଇଥିଲେ ବାସନ୍ଦ,ଶୁଦ୍ଧି ହୋଇ ପୁଣି ସାମିଲ ହେଲେ ଜିତୁ ମୁଣ୍ଡା।

 

୪-ଭୁବନେଶ୍ୱର:ରାସ୍ତାରେ ଛିଡ଼ି ଗଲା ଆମ ବସ୍ ଇଞ୍ଜିନ ବେଲ୍ଟ, ଅଳ୍ପକେ ବର୍ତ୍ତିଗଲେ ‘ଆମ ବସ୍’ କର୍ମଚାରୀ ଓ ଯାତ୍ରୀ।

 

୫-ନୟାଗଡ଼,ବାଉଁଶ ଗାଡ଼ିଆ: ୮ ଘଣ୍ଟାର ସଂଘର୍ଷ ପରେ ଜିତିଲା ଜୀବନ, ମହୁ ଲୋଭରେ ପଥର ସନ୍ଧିରେ ଫସିଥିଲା ନାବାଳକ।

 

୬-ୟୁନିଭର୍ସିଟି ନୁହେଁ ତ ମୁଖ୍ୟମନ୍ତ୍ରୀ ଫ୍ୟାକ୍ଟ୍ରି, ଆସାମର କଟନ୍ ୟୁନିଭର୍ସିଟି ଗଢ଼ିଛି ରାଜ୍ୟର ୭ଜଣ ମୁଖ୍ୟମନ୍ତ୍ରୀଙ୍କୁ ।

 

୭-କଲକାତା:ବେଙ୍ଗଲ ହିଂସାରେ ୮୦ ଗିରଫ, ବଲୁଡୋଜର୍ ଉପରେ କଟକଣା।

 

୮-ପିପିଲି:ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନାମକୁ ଫେରିଲା ୭୭.୨ ଏକର ସଂପତ୍ତି।

 

୯-ଭୁବନେଶ୍ୱର:ଓଡ଼ିଶାରେ ବ୍ୟାପକ ହେବ ଦୁଃସାହସିକ ଜଳ କ୍ରୀଡ଼ା ,୫ ଜିଲ୍ଲାରେ ସ୍ଥାନ ଚିହ୍ନଟ କରିବେ ବୈଷୟିକ ଟିମ୍।

 

୧୦-ହିଞ୍ଜିଳିରେ ଧାରଣାବେଳେ ଗର୍ଭବତୀଙ୍କୁ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ।

 

୧୧-IPL,କୁପର କୋନୋଲିଙ୍କ ଶତକ ବୃଥା, ପଞ୍ଜାବକୁ ହରାଇ ପଏଣ୍ଟ ଟେବୁଲ ଶୀର୍ଷରେ ହାଇଦ୍ରାବାଦ।

 

୧୨-କୋଲକାତା,ମଧ୍ୟମ ଗ୍ରାମ:ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା, ବାଇକରେ ଆସି ଗୁଳିମାରି ଫେରାର ମାରିଲେ ଦୁର୍ବୃତ୍ତ।

 

୧୩-ଲକ୍ଷ୍ନୌ:୫୦ତମ ଲିଗ୍ ମ୍ୟାଚ୍ ରେ ଆଜି LSG ଏବଂ RCB ମଧ୍ୟରେ ହେବ ମୁକାବିଲା।

 

୧୪-ମୁମ୍ବାଇ: ଚଳିତ ମାସ ୩୧ ତାରିଖରେ ଅହମ୍ମଦାବାଦରେ ହେବ IPL ଫାଇନାଲ ମ୍ୟାଚ୍।

 

୧୫-‘ବରଖାସ୍ତ କରିବାର ଅଛି କର, ହେଲେ ଇସ୍ତଫା ଦେବିନି, ସୁପ୍ରିମକୋର୍ଟରେ ହେବ ଲଢେଇ’- ମମତା।

 

୧୬-ତାମିଲନାଡୁ ରାଜନୀତିରେ ନୂଆ ଟୁଇଷ୍ଟ, TVK ମୁଖ୍ୟ ବିଜୟଙ୍କୁ ରାଜ୍ୟପାଳଙ୍କଠାରୁ ସରକାର ଗଢ଼ିବାକୁ ମିଳିଲାନି ଅନୁମତି, ଆହୁରି ୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

 

୧୭-ଇଣ୍ଡୋନେସିଆରେ ଭୟଙ୍କର ଦୁର୍ଘଟଣା: ଡିଜେଲ ଟ୍ୟାଙ୍କର ସହ ପିଟିହେଲା ବସ୍, ୧୬ ଜଣଙ୍କ ମୃତ୍ୟୁ, ଅନେକ ଆହତ।

 

୧୮-ଆଜି ଯାତ୍ରୀଙ୍କ ପାଇଁ ବନ୍ଦ ରହିବ ମୁମ୍ବାଇ ବିମାନ ବନ୍ଦର; ରନୱେରେ ୬ ଘଣ୍ଟାର ‘ଉଡାଣ ବ୍ରେକ୍’।

 

୧୯-ପଞ୍ଜାବ,ଜଳନ୍ଧର:ବିଏସଏଫ ମୁଖ୍ୟାଳୟ ସାମ୍ନାରେ ବଡ଼ ଧରଣର ବିସ୍ଫୋରଣ।ବିସ୍ଫୋରଣ ପାକିସ୍ତାନର ଆଇଏସଆଇ ଦ୍ୱାରା କରାଯାଇଥିବା ସନ୍ଦେହ ।

 

୨୦-ଇରାନ ଆଗରେ ଆତ୍ମସମର୍ପଣ କରିଛି କି ଯୁକ୍ତରାଷ୍ଟ୍ର! ହେଗସେଥଙ୍କ ପ୍ରେସମିଟ୍ ରେ ଗୁରୁତର ଅଭିଯୋଗ ଆଣିଲେ ସାମ୍ବାଦିକ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏